ଶ୍ରୀମତୀ ବଦ୍ରାଙ୍କ ସାହାସିକତା କାର୍ଯ୍ୟ ପାଇଁ ତାଳଚେର ଉପ ଜିଲ୍ଲାପାଳ ସମ୍ମାନୀତ କରିଥିଲେ ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀମତୀ ବଦ୍ରା ନିଜର ସାହାସିକତା ଓ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ସ୍କୁଲ ର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରମିଳା ମୁଣ୍ଡା କୁ ରେଳ ଦୃଘଟଣା ରୁ ଉଦ୍ଧାର କରି ମୃତ୍ୟୁ ମୁଖରୁ ବଞ୍ଚେଇ ଥିବାରୁ ଆଜି ମଧ୍ୟାହ୍ନ ରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ଶ୍ରୀମତୀ ବଦ୍ରା କୁ ସମ୍ବର୍ଦ୍ଧିତ କରିଥିଲେ ।
