ଆମ୍ବୁଲାନ୍ସ ଭିତରେ ଗଂଜେଇ

ଭଦ୍ରକ : ଭଦ୍ରକରେ ଆମ୍ବୁଲାନ୍ସ ଭିତରେ ଗଂଜେଇ ଚାଲାଣ। ଆମ୍ବୁଲାନ୍ସ ଭିତରେ 50 କେଜିରୁ ଉର୍ଦ୍ଧ୍ୱ ଗଂଜେଇ , ଗାଡ଼ିକୁ ଜବତ କଲା ଟାଉନ ପୋଲିସ। ଗଂଜେଇ ନେଇ  ଆମ୍ବୁଲାନ୍ସଟି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା । ବିଶେଷ ସୂତ୍ରରୁ ଟାଉନ ପୋଲିସ ଖବର ପାଇ ବନ୍ତ ଛକ ନିକଟରେ ଜଗି ରହି ଆମ୍ବୁଲାନ୍ସକୁ ଜବତ କରିଥିଲା। ଗଂଜେଇ ଚାଲାଣ କରୁଥିବା ଆମ୍ବୁଲାନ୍ସ ଡ୍ରାଇଭର ସମେତ ଜଣଙ୍କୁ ଅଟକ ରଖିଛି ଟାଉନ ପୋଲିସ।

Leave a Reply

Your email address will not be published. Required fields are marked *