ଧରା ପଡିଲେ ଲୋକାଲ ଟୋକା ସାଜିଥିଲେ ଲୋକାଲ ଲୁଟେରା

ଭୁବନେଶ୍ୱର : ଲୋକାଲ ଟୋକା ସାଜିଥିଲେ ଲୁଟେରା। ସମସ୍ତେ ଭୁବନେଶ୍ବର ଖଣ୍ଡଗିରି ଘାଟିକିଆ ଅଞ୍ଚଳର। ରାତି ଅଧରେ ରାସ୍ତାରେ ଅଟକାଇ କରୁଥିଲେ ଲୁଟ । ଶେଷରେ କମିଶନରେଟ ପୋଲିସ ହାତରେ ଲାଗିଛନ୍ତି ଏହି ଗ୍ଯାଙ୍ଗ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *