ରାଉରକେଲା ସେକ୍ଟର-୫ ଦୀପିକା ସ୍କୁଲ ନିକଟରେ ଜଣେ ଯୁବକଙ୍କ ଗଳକାଟି ନିର୍ମମ ହତ୍ୟା କରାଯଇଛି। ଯୁବକଙ୍କ ବୟସ ପ୍ରାୟ ୩୦ ରୁ ୩୫ ବର୍ଷ ବୟସ ବୋଲି ଅନୁମାନ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ତେବେ ମୃତ ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ଘର ସେକ୍ଟର-୬ ମହିମା ଆଶ୍ରମ ବସ୍ତିରେ ବୋଲି ଜଣା ପଡିଛି । ତାଙ୍କ ମାଆ ପୁଅର ମୃତ ଦେହକୁ ଚିହ୍ନଟ କରିଛନ୍ତି।
