ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ସାରଦା ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶିବିରରେ ୩୦ୟୁନିଟ ରକ୍ତ ଦାନ ତରାଯାଇଥିବା ବେଳେ ଶିବିରରେ ବିଧାୟକ ପାର୍ଥି ଶ୍ରୀ ବଦ୍ରି ନାରାୟଣ ଧଳ , ଭାଇସି ଚେୟାର ମେନ ସତ୍ୟବ୍ରତ ଦାସ , ମଣ୍ଡଳ ସଭାପତି
ଗିରିଶ ସାମଲ ଭଣ୍ଡାରିପୋଖରୀ ଯୁବ ମଞ୍ଚ ସଭାପତି ପ୍ରତାପ ଦିବେ ବଳଦେଜୀଉ ମଣ୍ଡଳ ସଭାପତି
ସିବନିସଙ୍କର ସ୍ୱାଇଁ ପ୍ରଦିମ୍ନ ସେନାପତି,ତପଶ୍ୱନି ମହାପାତ୍ର, ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ I
