କାଶୀପୁର,(ଆଲାରାମ ଭତ୍ରା )ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରି ଗୁଡା ଠାରେ ନିର୍ମାଣ ହେବାକୁ ଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପ ର 3ମିଲିନୀୟମଆଲୁମିନା ରଫାଇନାରୀ ଓ 150ମେଗାୱାଟପାୱାରପ୍ଲାଣ୍ଟ ନିର୍ମାଣ ନିମନ୍ତେ ଜନ ଶୁଣାଣିପାଇଁ ଚିଠି ସଂଖ୍ୟା 11284ଅନୁଯାଇ 23ଅଗଷ୍ଟ ରେଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଟବର ପାଞ୍ଚ ତାରିଖରେ ପୋଡ଼ାପଡ଼ି ଉତ୍କଳ ମଣି ଗୋପବନ୍ଧୁ ହାଇ ସ୍କୁଲ ଖେଳ ପଡିଆ ଠାରେ ଜନ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା
ଏହାପରେ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଏକ ପ୍ରକାର ଖୁସିର ଲହରୀ ଗାଁ ଗାଁ ରେ ଗ୍ରାମ ବାସି ମାନେ ସଭା ସମିତି ମାଧ୍ୟମ ରେଆଲଚନା କରୁଥିଲେ ଯେ ଦୀର୍ଘ ବର୍ଶ ପରେ ଅଞ୍ଚଳରେ କାରଖାନା ନିର୍ମାଣ ହେବାର ବାଟ ଫିଟୁଚି ସମସ୍ତେ ମିଶି ଶହ ଯୋଗ କରି ଜନ ଶୁଣାଣି କୁ ସଫଳ କରି ଅଞ୍ଚଳରେ କାରଖାନା ନିର୍ମାଣ କୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ବଧ ହଇ ଥିଲେ ତାହା ଆଜି ପ୍ରମାଣିତ କରି ଦେଖାଇ ଛନ୍ତି ସରକାର ଓ କାରଖାନା କର୍ତୁ ପକ୍ଷ ଙ୍କୁ , ବର୍ତ୍ତମାନ ଅଞ୍ଚଳ ବାସିଅପେକ୍ଷା ରେ କାରଖାନା ନିର୍ମାଣ କାର୍ଯ୍ୟ କୁ,। କାରଖାନା ନିର୍ମାଣ ପାଇଁ ଆଗାମୀ ଦିନରେ ମଧ୍ୟ ଅଞ୍ଚଳ ବାସି ଙ୍କ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଅଞ୍ଚଳ ବାସି ମତ ପ୍ରକାଶ କରିଛନ୍ତି ଓ ପୂର୍ଣ୍ଣ ସମର୍ଥନ ସହ ସ୍ଵାଗତ କରିଥିବା ସୂଚନା। ଆଜିର ଏହି ଜନ ଶୁଣାଣି କାର୍ଯ୍ୟ କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ- ପ୍ରଶାନ୍ତ କର ,ଜିଲ୍ଲା ପ୍ରଶାସନ ପକ୍ଷରୁ- ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ
ଆଦିତ୍ୟ ଆଲୁମିନା ପ୍ରକଳ୍ପ ତରଫରୁ- ଉପଦେଷ୍ଟାସୂର୍ଯ୍ୟ କାନ୍ତ ମିଶ୍ର ଉପସଭାପତି ରାମ ଚନ୍ଦ୍ର ରାଉତ ସନ୍ଦୀପ ପଟେଲ ସତ୍ୟ ସୁନ୍ଦର ସାହୁ
ଉପସ୍ଥିତ ରହି ଥିବା ବେଳେ ବିସ୍ଥାପିତ କ୍ଷତି ଗ୍ରସ୍ତ ପରିବାର ପକ୍ଷରୁ କୋଭି ଡ ନିୟମ ଅନୁଯାୟୀ
ପୋଡ଼ାପାଡି ବାଙ୍କମ୍ବ ନକଟି ଗୁଡା ସଙ୍କର୍ଡ଼ା ପଞ୍ଚାୟତ ର ଜନପ୍ରତିନିଧି ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟ କ୍ରମକୁ ସୁରକ୍ଷା ଦୃଷ୍ଟି ରେ ରଖି ରାୟଗଡ଼ା ଜିଲ୍ଲାପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା
