ବଜ୍ରାଘାତରେ ଚାଲିଗଲା ଜୀବନ

ସମ୍ବଲପୁର  : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର କୁଶାମୁରା ବଡମାଲ ଗାଁରେ ଜଣେ ମହିଳା ଓ ୨ଜଣ ପୁରୁଷଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବିଲରୁ କାମ ସାରି ଫେରୁଥିବା ବେଳେ ବର୍ଷା ଯୋଗୁଁ ସମସ୍ତେ ଏକ ଜାମୁ ଗଛ ତଳେ ଆଶ୍ରୟ ନେଇଥି​‌ଲେ । କିନ୍ତୁ ସେଠାରେ ଜଗି ବସିଥିଲା ମୃତ୍ୟୁ । ଗଛ ତଳେ ଆଶ୍ରୟ ନେଇଥିବା ବେ​‌ଳେ ହଠାତ ବିଜୁଳି ମାରିଥିଲା । ଯାହାଫଲରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲିଯାଇଛି ।

Leave a Reply

Your email address will not be published. Required fields are marked *