ରାସନ ସାମଗ୍ରିକୁ ହଡପ କରିବା ପାଇଁ , ମା , ପୁଅ , ଝିଅ  ସବୁଅଲଗା

ଔପଦାରେ ରାସନ ଡକାୟତିର ନୂଆଚିତ୍ର , ରାସନ ସାମଗ୍ରିକୁ ହଡପ କରିବା ପାଇଁ , ମା , ପୁଅ , ଝିଅ  ସବୁଅଲଗା , ଧରାପଡିବାରୁ ଦାନ୍ତ ଦେଖଉଛନ୍ତି ଔପଦା ଡିଓଙ୍କ କାର୍ଯ୍ୟାଳୟର ପିଅନ ଜଗବନ୍ଧୁ ନାୟକ , ସରକାରଙ୍କ ପାଖରୁ ଦରମା ନେଇ ସରକାରଙ୍କ ରାସନ ହାତେଇବାର ପିଅନ ବାବୁଙ୍କ ନୂଆ ଫରମାଟ , କିନ୍ତୁ ଏବେ ରାସନ ଡକାୟତି କରି ଧରାପଡିଗଲେ ଲଖ୍ୟପତି ପିଅନ , ନିଜ ଜନ୍ମ କଲା ମା କୁ ମୋହରା କରି ହାତଉଥିଲେ ରେସନ ସାମଗ୍ରି , ସୂଚନା ଅଧିକାରରେ ତଥ୍ୟ ମିଳିଲା ପରେ ହେଲା ଖୁଲାସା , ଯାଣିନି କହି ଏବେ ଯାଣିଲି କାଟିଦେବି କହିଲେ ପିଅନ ବାବୁ , ଗୋଟେଘରେ ବାପ ମା ପୁଅ ନାତି , ନାତୁଣି ରହିଥିଲେବି ମା ନାମରେ ଥିଲା ରାସନ କାର୍ଡ  ଚାଲାକିର ସହ ରାସନ ସାମଗ୍ରି ହାତଉଥିଲେ ପିଅନ , ଖାଲି ସେତିକି ନୁହଁ ପିଅନ ବାବୁଙ୍କ ପୁଅ ତାପସ କୁମାର ନାୟକ ଆଦର୍ଶ ବିଦ୍ୟାଳୟରେ ସୁଇପର ଥାଇବି ରାସନ କାର୍ଡରେ ନାଁ ରହିଛି  ,  ଯାହା ରାସନ ଦୁର୍ନୀତିର ବାସ୍ତବ ଛବିକୁ ସାମ୍ନାକୁ ଆଣୁଥିବା ବେଳେ ପିଅନ ବାବୁଙ୍କ ଚାଲାକିକୁ ପ୍ରମାଣିତ କରୁଛି I ପିଅନ ବାବୁଙ୍କ ମା , ପୁଅ ଓ ଝିଅବି କୁଆଡେ ବାବୁଙ୍କ ଠାରୁ ଅଲଗା , ଏହା ଜେ ପିଅନ ବାବୁଙ୍କ ଡାହା ମିଛ ତାହା ବୁଝିବାରେ ଆଉ ବାକି ନାହିଁ , ତେବେ ଔପଦା ବିଡିଓ ମାଡାମ କାହିଁକି ଏ ବାବଦରେ ନିରବ ? ଯୋଗାଣ ଅଧିକାରୀଣି ଏଲିନା ମାଡାମ କେତେଟଙ୍କା ନେଇ ଏଇ ଦୁର୍ନୀତିକରିବାର ସୁଯୋଗ ଦେଇଥିଲେ ? ଔପଦାରେ ଆଉ କେତେ ଏମିତି କରିତକର୍ମା ପିଅନ ଅଛନ୍ତି  ଯାହା ତଦନ୍ତ ହେଲେ ସାମ୍ନାକୁ ଆସିବ , ଅନ୍ୟପଟେ ଦେଖିବାକୁ ବାକିରହିଲା ମିଛ କହି ରାସନ ହାତେଇଥିବା ପିଅନ ବାବୁଙ୍କ ଉପରେ କେବେ ଆଉ କିଏ କଉ ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ,  ଆଉ ବାବୁ ପୁର୍ବରୁ ନେଇଥିବା ରେସନ ବାବଦକୁ ଅର୍ଥ କେବେ ଫେରଉଛନ୍ତି ତାହା ଦେଖିବାକୁ ବାକି ରହିଲା  I

Leave a Reply

Your email address will not be published. Required fields are marked *