2017 ମସିହା ରେ ବଲାଙ୍ଗୀର ଜିଲ୍ଲାର 10 ହଜାର ଚାଷୀ ମାନଙ୍କ insurance ପ୍ରସଙ୍ଗ ରେ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ଙ୍କୁ ଭେଟିଲେ ସାଂସଦ କାଲିକେଶ ସିଂ ଦେଓ। କମ୍ପାନୀ ଚାଷୀ ମାନଙ୍କ premium ଫେରାଇ ଦେଇ ଥିବାରୁ ଚାଷୀ ମାନେ ପ୍ରଧାମନ୍ତ୍ରୀ ଫସଲ ବୀମା ରୁ ବଂଚିତ ହେବେ। ଯଦି ସରକାର ଏହା ଉପରେ ପଦକ୍ଷେପ ନ ନିଅନ୍ତି ତାହାଲେ ମୋ ଆଗାମୀ ଦିନରେ କୋର୍ଟ ର ଦ୍ୱାରସ୍ତ ହେବି। ତେବେ ଆଜି ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଏହି ପ୍ରସଙ୍ଗର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କଲୋକେଶ କହିଛନ୍ତି ।।
