ବୟସ୍କ ପିତା ମାତାଙ୍କୁ ନିର୍ଯ୍ୟାତନା ଦେଲେ ଘରେ ରହିପାରିବେନି ପୁଅ 

ଦୀର୍ଘ ବର୍ଷର ଅକ୍ଲାନ୍ତ ପରିଶ୍ରମ କରି ବାପା ମା ଭୁବନେଶ୍ୱର ଗଣ୍ଡମୁଣ୍ଡା  ରେ 2395 sqft ର ଏକ ୨ମହଲା ଘର କରିଥିଲେ ସେହି ଘରେ ତାଙ୍କ ଦୁଇ ପୁଅ ଓ ଦୁଇ ବୋହୁ ରହୁଥିଲେ | କିଛି ଦିନ ପରେ ସାନ ପୁଅ ବୋହୁ ଶାଶୁ ଶଶୁର ଙ୍କୁ ଅକରଥନିୟ ନିର୍ଯ୍ୟାତନା ଦେଇଥିଲେ ଓ ଉକ୍ତ ଘର ଟି ତାଙ୍କ ନାମରେ କରିବା ପାଇଁ କହିଥିଲେ  ଏହି ସମ୍ପର୍କିତ ଏକ ମାମଲା Khandagiri ଥାନାରେ ହୋଇଥିଲା  Case no – 44 / 2019  ମାମଲା ପଞ୍ଜିକରଣ କରି ପୋଲିସ ନିରବଦ୍ରଷ୍ଟା ସାଜିଥିଲା | ଏହି ନିର୍ଯ୍ୟାତନା ସମ୍ପର୍କିତ ଅଭିଯୋଗ ଏହି ବରିଷ୍ଠ ନାଗରିକ ମାନେ iic khandagiri ,DCP Bhubaneswar ,ଏବଂ Collector  ଖୋର୍ଦ୍ଧା ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଠାନ ହୋଇ ନଥିଲା ଓଲଟା ଦିନକୁ ଦିନ ନିର୍ଯ୍ୟାତନା ବଢି ଯାଇଥିଲା | ଶେଷରେ ଏହି  ବରିଷ୍ଠ ନାଗରିକ ମାନେ Hon ‘ble High court ଙ୍କ ଦ୍ୱାରସ୍ଥ ହୋଇଥିଲେ , ଏହି ମାମଲା କୁ ପୁରୁଷ କମିଶନର ଆବାହକ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରି ଘଟଣା ସମ୍ପର୍କରେ ମାନନୀୟ Court କୁ ବୁଝାଇଥିଲେ ଓ ସର୍ବୋଚ୍ଚ ନ୍ୟାୟାଳୟ ବିଭିର୍ନ ଉଚ୍ଚ ନ୍ୟାୟାଳୟ ର ବହୁ  ଆଦେଶ ଦେଖାଇଥିଲେ ବହୁ ବିଚାର ବିମର୍ଷ ପରେ Hon ‘ble High କୋର୍ଟ,  DCP  ଭୁବନେଶ୍ୱର ଙ୍କୁ ସାନ ପୁଅ ବୋହୁଙ୍କୁ ୩ ସପ୍ତାହ ମଧ୍ୟରେ ଘରୁ ବାହାର କରିବାପାଇଁ ନିର୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *