ଆରପାରିରେ ଯୁବ ଆଇନ ଜିବି ରବିନ୍ଦ୍ର ମୁଦୁଲି

ଆଉ ନାହାନ୍ତି ଯୁବ ଆଇନଜିବି ରବିନ୍ଦ୍ର ମୁଦୁଲି , ସୋରରେ ବେସ ପରିଚିତ ଥିଲେ ରବିନ୍ଦ୍ର I ପରଉପକାରି ଓ ମେଳାପି ଥିଲେ ରବିନ୍ଦ୍ର I ଗତକାଲି ସେ ସୋର ଉଲାସଖଡକପୁର ଛକ ନିକଟରେ ଦୁର୍ଘଟଣାର ସ୍ବୀକାର ହୋଇ ସୋରଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ I ତାଙ୍କର ଅବସ୍ତା ସଙ୍କଟା ପର୍ଣ୍ଣ ହେବାରୁ ତାଙ୍କୁ ବାଲେଶ୍ବର ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ତାଙ୍କର ମ୍ରୁତ୍ୟୁ ହୋଇଥିବା ସୂଚନା ମିଳିଛି I ତେବେ ତାଙ୍କ ମ୍ରୁତ୍ୟୁରେ ସୋର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମ୍ରୁତ୍ୟୁରେ ସୋର କୋର୍ଟ କାର୍ଯ୍ୟବନ୍ଦକରାଜିବ ବୋଲି କହିଛନ୍ତି ସୋର ବାର ଆସୋସିଏସନର ସଭାପତି ତଥା ବରିଷ୍ଟ ଓକିଲ ଅଜୟ ଦିବେଦି I

Leave a Reply

Your email address will not be published. Required fields are marked *