ସାପକୁ ନୂଆ ଜୀବନ ଦେଲେ ପ୍ରକ୍ରୁତି ପ୍ରେମି ମନରଞ୍ଜନ

ନୀଳଗିରି : ସାପକୁ ନୂଆ ଜୀବନ ଦେଲେ ପ୍ରକ୍ରୁତି ପ୍ରେମି ମନରଞ୍ଜନ , ଜିବନ ମ୍କୁତ୍ୟୁସହ ସଂଗ୍ରାମ କରୁଥିଲା ସାପ , ଜେମିତି ସେ ଭାବି ସାରିଥିଲା ଏ ମାୟା ଜାଲରୁ ମୁକୁଳିବା ବୋଧେ ମୋ ପାଇଁ ଅସମ୍ବଭ , ମନେ ମନେ ନିଜ ଜୀବନ ବଞ୍ଚାଇବାକୁ ଗୁହାରିବି କରୁଥିଲା , ହେପ୍ରଭି ମୋତେ ରଖ୍ୟାକର , ଏଇ ସମୟରେ ସେଇ ସାପର ଭଗବାନ ସାଜି ପହଞ୍ଚିଗଲେ ପ୍ରକ୍ରୁତି


ପ୍ରେମି ମନରଞ୍ଜନ , ସାପର ଜୀବନ ବଞ୍ଚାଇବି ଦେଲେ , ନର୍କଜନ୍ତ୍ରଣା ଭୋଗୁଥିବା ସାପ ଜେମିତି ନୂଆ ଜୀବନ ପାଇଲା , ନୀଳଗିରି ବ୍ଲକ ଶ୍ୟାମସୁନ୍ଦର ପୁର ଗ୍ରାମ ପଂଚାୟତ ଅଧିନ ଜୁରିଆ ପାଟଣା ଗ୍ରାମରେ ରଘୁନାଥ ମଳିକଙ୍କ ଘର ବାଡ଼ିରେ ଦିଆଯାଇଥିବା ଏକ ଜାଲରେ ପଡ଼ି ଛଟପଟ ହେଉଥିଲା ୫ଫୁଟର ଏକ ଚନ୍ଦନ ମନ୍ଦନ ବୁଢା , ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ସାପକୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ପ୍ରକ୍ରୁତି ପ୍ରେମି ମନରଞ୍ଜନ, ସେଠାରେ ସାପକୁ ଉଦ୍ଧାରକରି ପାଖ ଦେବଗିରି ଜଙ୍ଗଲ ରେ ଛାଡି ଦେଇଥିବା କହିଛନ୍ତି ମନରଞ୍ଜନ ତେବେ ମନରଞ୍ଜନକୁ ସେଇ ଗ୍ରାମର ମାୟାଧର ପଣ୍ଡାଙ୍କ ସହ କିଛି ଗ୍ରାମ ବାସି ସହଯୋଗ ମଧ୍ୟକରିଥିବା କହିଛନ୍ତି ମନରଞ୍ଜନ . 

Leave a Reply

Your email address will not be published. Required fields are marked *