ବାଲେଶ୍ଵର: ବାଲେଶ୍ବର ଜିଲା ଚାନ୍ଦିପୁର ନିକଟ ନଅ ମାଇଲ ନିକଟରେ ମଙ୍ଗଳବାର ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଛି। ଡଲଫିନ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ଲୋକେ ଡଲଫିନକୁ ଧରି କିଛି ସମୟ ପରେ ପୁଣି ସମୁଦ୍ରରେ ଛାଡ଼ିଦେଇଥିବା ଜଣାପଡ଼ିଛି।
Your email address will not be published. Required fields are marked *
Comment *
Name *
Email *
Website