ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ମାସ୍କ ଓ ନିଟାଇଜର ବଣ୍ଟନ

ସୋର : ଆଜି ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟକୁ (R I)ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ସୋର ଏନ ଏସ ୟୁ  ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି I  ତେବେ ଛାତ୍ର ଛାତ୍ରୀ ମାନଙ୍କ ସହ ଆସିଥିବା ଅଭିଭାବକ ମାନଙ୍କୁ ବସିବା ପାଇଁ ବ୍ୟବସ୍ଥା,ଯାନବାହାନ ପାର୍କିଙ୍ଗ ପାଇଁ ସହାୟତା କରାଯାଇଥିଲା I ଏଇ କାର୍ଯ୍ୟକ୍ରମରେ ଛାତ୍ର ନେତା ରତିରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ବେହେରା, ରଂଜିତ ସେଠି, ଜୟନ୍ତ ସାହୁ , ଆଶିଷ ଜେନା,ଓମପ୍ରକାଶ ପାଢ଼ୀ,ନଳିନୀକାନ୍ତ ମଲ୍ଲିକ, ଚନ୍ଦନ ଓଝା, ବାଦଲ ବେହରା ପ୍ରମୁଖ ଉପସ୍ତିତ ଥିଲେ ା

Leave a Reply

Your email address will not be published. Required fields are marked *