ବିଜେଡ଼ିର ଜନ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଘୁନେଷ ଗ୍ରାମପଞ୍ଚାୟତବାସୀ ତଥା ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ନୂତନ ଭାବେ ଘୋଷଣା ହୋଇଥିବା ବିଜୁ ସ୍ବସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରିତା ବିଷୟରେ ଗାଁକୁ ଗାଁ ଯାଇ ସାଧାରଣ ଜନତାଙ୍କୁ ଅବଗତ କରାଇବା ସକାଶେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ଆଶାଦୁଲ୍ଲା ଖାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ବନାଥ ସାହୁ, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ଶାନ୍ତନୁ ବିଭାର, ବିଜେଡି ବରିଷ୍ଠ ନେତା ସୁବାସ ପୁଟେଲ, ଗୁଣ ସାଗର ପୁଟେଲ, ଦୁତିଆ ମାଝୀ, ଚେତନ ମେହେର, ନନ୍ଦ ଠେଲା, ଘାସିରାମ ସାହୁ, ଦୁର୍ୟ୍ୟୋଧନ ମହାନ୍ତି, ପିତାମ୍ବର ଠେଲା, ଉମାକାନ୍ତ ଠେଲା, ନିଲାମ୍ବର ମାଝୀ, ତୁଲାରାମ ସଗ୍ରିଆ,ସୁଦାମ ହସ, ବିଶ୍ବନାଥ ପୁଞ୍ଜି, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *