ବଜ୍ରପାତ ଘଟି ଯୁବକଙ୍କ ମୃତ୍ୟୁ

ପାତ୍ରପୁର: ଜମିରେ ଧାନ ରୁଆ କାର୍ଯ୍ୟରେ ଲାଗିଥିବା ବେଳେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗ୍ରାମର ଜଳନ୍ଧର ପ୍ରଧାନଙ୍କ ପୁଅ ପବିତ୍ର ପ୍ରଧାନ(୧୮)ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *