ନିର୍ଦିଷ୍ଟ ଠିକାଦାରଙ୍କ ପ୍ରେମରେ ପଡି ପେଟର ହେଉଛିନ୍ତିକି ସରକାରୀ ବାବୁ

ସୋର : ସୋରରେ ନିର୍ଦିଷ୍ଟ କିଛି ଠିକାଦାରଙ୍କୁ ବିଭିନ୍ନ ବିଭାଗର ବାବୁ ମାନେ କାମ ଦେଉଥିବା ଯାଣିବାକୁ ମିଳୁଛି ା ଜଦିବା କିଛି ଟେଣ୍ଡର ହେଉଛି ସେଥିରେ ଟେଣ୍ଡର ଫିକ୍ସିଂ ଭଳି ସଂଗିନ ଅଭିଯୋଗ ହେଉଛି ା ମାଷ୍ରେ ପୁଅ ଏବେ ମାଙ୍କଡ ମାରୁଛି ସେ ଦୋଶ ଧରିବ କିଏ ? କିଛି ଜେଇତ ଏଇଠି ଚାକିରି କରି ଏଉଠୁ ଚାକିରି ସାରିବାକୁ ବସିଲେଣି ା ଏଠି କଣ ମହୁଝରୁଛି ନା ବେଧଟଙ୍କା ଭଲ ରୋଜଗାର ହେଉଛି କେଜାଣି ା ଯାଣି ଯାଣିକି ମିଛ ଟେଣ୍ଡର ହେଉଛି ସେଥିରେ ଭାଗ କରିକି କାମ ବଣ୍ଟା ଯାଉଛି ସେପୁଣି ବିଭାଗିୟ ବଡ ବଡିଆଙ୍କ ନିର୍ଦେଶରେ ା କେତେକ ବିଭାଗ ମନଇଛା ବେଆଇନ ଭାବେ ଏସ୍ଟିମେଣ୍ଟ କରି ଚୋରି କରୁଛନ୍ତି ା ଆଉ କେତେକ ନିଜ ବାପର ପୈତ୍ରୁକ ସମ୍ପତି ଭଳି କାମ ବାଣ୍ଟୁଛନ୍ତି ଜିଏ ଅଧିକ ପିସିଦେବ ସେ କାମ ପାଇବ ା ଗୋଟେ ପରେ ଗୋଟେ ପ୍ରମାଣ ମିଳିବ ଗୋଟି ଗୋଟି କରି ଲଙ୍ଗଳା କରାଜିବ ା ସରକାରୀ ଟଙ୍କାଟା ନିଜର ଗାଣ୍ଡି ମରା ଟଙ୍କା ବୋଲି ଭାବନି ା ଗଛ ଲଗେଇବା , ରାସ୍ତା ନିର୍ମାଣ କରିବା ନୁଆ ଘର ପୁରୁଣା ଘର ମରାମତି ବାବଦରେ କୋଟି କୋଟି ଟଙ୍କା ଗାଣ୍ଡି ମାରିଛ ଗୋଟି ଗୋଟି ବାହାର ହେବ ତମ ଫଟ ଦେଇକି ଲେଖାଜିବ ତୁମ ଘର ଲୋକ ବନ୍ଧୁ ବାନ୍ଧବ ଜେମିତି କହିବେ ଏଟା ଚୋରଟା ା କଣ୍ଟ୍ରାକ୍ଟ୍ରି କରିବା ପାଇଁ ଠାଇଆଣି ମାଇପେଙ୍କ ଭଳି ଏଦଳ ସେ ଦଳ ହେଉଛ ଛି ଲଜ୍ୟା ମାଡୁନି ା ଆଉ ହାରାମି କେତୁଟା ସରକାରୀ ଚାକିରି କରି ଏଠି ରାଜନୀତି କରୁଛନ୍ତି ା ସୋର ଲୋକଙ୍କ ସେକା ଖାଇନ ଏସା ପିଟାର ସୋରକୁ ଭୁଲିଜିବ ା ଅବଶ୍ୟ ସୋରରେ କିଛି ନେତା ରାଣ୍ଡୁଆମିରେ ମାତିଛନ୍ତି ଜେଉଁଥି ପାଇଁ ଏ ଡକାୟତ କେତୁଟାଙ୍କୁ ବିରୋଧ କମିଯାଇଛି ା ବିଲେଇ କପାଳକୁ ସିକା ଛିଡିଲା ପରି ଏ ଡକାୟତଙ୍କ କପାଳକୁ ଲକଡାଉନ ବି ଯୁଟିଛି ା ତେବେ ଏବେ ଲେସ ନାମରେ ଚୁତିଆମି ଚାଲିଛି ା ଜିଏ ଲେସର କାମ ନେଉଛି ସିଏ କଣ ମହାପୁରୁଷ ! ଲେସ ନାମରେ ଅଭିନବ ଚୋରି ଚାଲିଛି ସାବଧାନ ଧରାପଡିଲେ ଜମି ବିକିକି ଟଙ୍କା ଦେବ ନହେଲେ ଭିଜିଲାନ୍ସ ହାତରେ ବନ୍ଧା ହେବ ା

Leave a Reply

Your email address will not be published. Required fields are marked *