ଆନ୍ଦୋଳନ ବ୍ୟୁର : ଗଣତାନ୍ତ୍ରୀକ ରାଷ୍ଟ୍ରରେ ରାଷ୍ଟ୍ର ହେଉଛି ସବୁକିଛି , ରାଷ୍ଟ୍ରର ପରିଚାଳନା ପାଇଁ କିଛି ସାମ୍ବିଧାନିକ ପଦ ପଦବି ଅଛି ା ସେଠି ଜିଏ ବସିବ ସେ ରାଷ୍ଟ୍ର ପାଇଁ କାମ କରିବ , ନକଲେ ତାକୁ ବେଧଛୁଆ ବା ରାଷ୍ଟ୍ରର ଅବୈଧ ସନ୍ତାନ ବୋଲି କୁହାଜିବ ା କିଏ ମାନୁ ବା ନମାନୁ ା ଆଉ ସାମ୍ବିଧାନିକ ପଦବିରେ ରହି କାମ ନକଲେ ଲୋକ ହିନସ୍ତା ଅଯୋଗ୍ୟ ବୋଲି କହିବେ ା ଏବେ କିଛି ନେତା ସରକାରୀ ଟଙ୍କାରେ କାମ କରି ମୁଁ କରିଛି ବୋଲି କହିଲେଣି ା ଯାହା ସମ୍ପର୍ଣ୍ଣ ବେ ଆଇନ ଓ ଅଯୁକ୍ତିକର ା ସୋରରେ ଗୋଟେ ହାରାମି ଏମିତି କହୁଛି ୟା ପରେ ଆଉଥରେ କହିବୁ ତୋ ଫଟ ଓ ନାଁ ଦେଇକି ଲେଖାଜିବ ା ସେ ରାସ୍ତା ହେଉକି ଆଉ କିଛି କେହି କାହା ବାପ ଟଙ୍କାରେ କରେନି ଲୋକଙ୍କ ଟିକସରେ ଲୋକଙ୍କ ଆବଶ୍ୟକତା ପାଇଁ ହୁଏ ା ତୁ ହାରାମି କି ବାଳ ନେତା ସମସ୍ତଙ୍କୁ ଜଣା ା କାଲିପୁରି ସାଇକେଲ ଧରିକି ବୁଲୁଥିଲୁ ଆଜି ରସ ରସ ହେଉଛୁ ା ସାବଧାନ ଆଉଥରେ କହିବୁ ମୁଁ କରିଛି ଲୋକ ପଚାରିବେ ତୋ କେତେନମ୍ବର ବାପ ଟଙ୍କା ଦେଇଥିଲା ? ସହି ପାରିବୁତ ! ବିଦ୍ର : ଫୋନରେ ତା ନାଁ କେହି ପଚାରିବନି
