ପଶ୍ଚିମଓଡିଶା ଯୁବା ମଂଚ ତରଫରୁ ଭୁବନେଶ୍ୱର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଲଗା କୋଶଲ ରାଜ୍ୟ ଦାବି କରିଛନ୍ତି। ସରକାର ପଶ୍ଚିମ ଓଡିଶା କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, କ୍ରୀଡ଼ା କ୍ଷେତ୍ରରେ ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି ପଶ୍ଚିମ ଓଡିଶା-ଯୁବ ମଂଚ। ଏହି ରାଲିରେ ୨୦୦ଜଣ ଛାତ୍ରଛାତ୍ରୀ ଭାଗନେଇ ଥିଲେ।
