କଟକ : ମଣିଷ ଯେତେବେଳେ ତଳକୁ ଖସିଯାଏ ସେତେବେଳେ ସେ ସମସ୍ତ ସିମା ସରହଦକୁ ପାର କରିଯାଏ। ବଂଶ , ପରମ୍ପରା, ଆଭିଜାତ୍ୟ, ମାନ, ସମ୍ମାନ ସବୁକୁ ପାଦରେ ଦଳିମକଚି ନଷ୍ଟ କରିଦିଏ। ଆଉ ଇଏ କାମନାର ବାସ୍ନା ନଷ୍ଟ ଚରିତ୍ରକୁ ଚରିତାର୍ଥ କରିବା ପାଇଁ ଯେମିତି ଆବୁରି ପଡେ। ଏମିତିକି ଅଇଁଠା ଖାଇବା ପାଇଁ ବାଧ୍ୟ କରିଦିଏ। ଚରିତ୍ରର ଚିତ୍ରକୁ ବିକୃତ ରୂପ ଦିଏ ଏଥିରେ ସନ୍ଦେହ ନାହିଁ। ବାସ୍ତବରେ ଏହିଭଳି ମହିଳା ଓ ପୁରୁଷଙ୍କୁ କାମାନ୍ଧ କୁହାଜିବନିତ ଆଉ କଣ କୁହାଜିବ, ଏଜୀବନକୁ ନର୍କ ସହ ସମାନ ବୋଲି କୁହାଜିବନିତ କଣ କୁହାଜିବ ! ଅନୁଗଳ ଏସଡିପିଓ ଅଶ୍ବେନି ସାହୁ ବାହାହେଲେ ପୁଅ ବି ହେଲା ପୁଅର ୧୫ ବର୍ଷ ପରେ ଜଣା ପଡିଲା ଆଉ ଜଣେ ଆଇ ଆଇସିଙ୍କ ପ୍ରେମରେ ଏସଡିପିଓ ମହୋଦୟ ପଡିଛନ୍ତି। ପ୍ରେମରେ ପଡିଲେ ପଡିଲେ ୩ ବର୍ଷର ଛୁଆବି ରଖିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଧର୍ମପତ୍ନି। ହଁ ସମସ୍ତଙ୍କର ବାୟୋଲୋଜିକାଲ ନିଡ୍ ଅଛି ତା ବୋଲି କିଏ କଣ ଏତେ ତଳକୁ ଖସିଜିବ! ଏ ଆଇ ଆଇସିବି ଲଜ୍ୟାର ସମସ୍ତ ସିମାସରହଦକୁ ପାର କରିଗଲେ କେମିତି କେଜାଣି ଜଣେ ବିବାହିତ ପୁରୁଷଙ୍କ ପାଖରେ ଖରାପ ସମ୍ପର୍କ ରଖିଲେ ? ଜାଣତରେ ଗୋଟେ ପରିବାରକୁ ଧ୍ବଂଶ କରିଦେଲେ ? ତେବେ ଗତକାଲି ଏ ସମ୍ପର୍କରେ ଡିଜିଙ୍କୁ ଭେଟିଛନ୍ତି ଏସଡିପିଓଙ୍କ ଧର୍ମପତ୍ନି। ଅନୁଗୁଳ ଏସପି ଏନେଇ ତଦନ୍ତ କରିବେ ବୋଲି ଡିଜି କହିଥିବା କହିଛନ୍ତି ମମତା। ତେବେ ତଦନ୍ତ କଣ ହେଉଛି ଏସଡିପିଓଙ୍କ ପତ୍ନୀ କେବେ କଣ ନ୍ୟାୟ ପାଉଛନ୍ତି ତାହା ସମୟ କହିବ।
