ଆନ୍ଦୋଳନ ବ୍ୟୁର : ବିବାହିତ ପୋଲିସ ବାବୁ କାମାଗ୍ନିର ନିଆଁରେ ଜଳି ରତୀକ୍ରିଡ଼ାରେ ମସଗୁଲ୍ ଥିଲେ ଅନୁଗୁଳ ଏସଡିପିଓ ଅଶ୍ୱିନୀ କୁମାର ସାହୁ । ବିଭିନ୍ନ ଗଣମାଧ୍ୟମରେ ଖବର ଭାବେ ଭାଇରାଲ ହେଉଥିବା ଭିଡିଓରୁ ଏହା ସ୍ପଷ୍ଟ ହୋଇଛି । ଜଣାପଡ଼ୁଛି ଯେ, ଆଇଆଇସି ପ୍ରେମିକାଙ୍କୁ ଓରାଲ ସେକ୍ସ ବା ମୁଖ ମୈଥୁନ୍ ର ସୁଖ ଦେଇ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ଉଠୁଛି ପଡ଼ୁଛି ଡିଜି ଅଫିସ । କାମନାର ଭୁ ଭୁ ବାସ୍ନାରେ ବସିଭୂତ ଏସଡିପିଓ ! କାମାଗ୍ନିର ନିଆଁର ଆଁରେ ଜଳିପୋଡି ଛାର ଖାର ହେବାକୁ ଯାଉଛି ଜଣେ ଏସଡିପିଓଙ୍କ ପରିବାର। ସ୍ତ୍ରୀ ଆଖିର ଲୁହ, ଦିଗହରା ହେବ ପୁଅର ଭବିଷ୍ୟତ୍, ୧୮ ବର୍ଷ ପୂର୍ବରୁ ବାହାଘର , ୧୫ ବର୍ଷର ପୁଅ , ହେଲେ ଓଡିଶା ପୋଲିସିର ବିଭାଗର ଏସଡିପିଓ ବାବୁ ଅନ୍ୟଜଣେ ମହିଳାଙ୍କ ପ୍ରେମରେ। ସେ ମହିଳା ଆଉ କେହିନୁହଁ , ସେବି ଜଣେ ଆଇ ଆଇସି। କଥା ହେଉଛି ଆଇନର ରକ୍ଷକ ଏଠି ଭକ୍ଷକ ସାଜିଛି। ମାତ୍ର କେଇଦିନ ଆଗରୁ ଡିଜିଙ୍କ ଠାରୁ ପୁରଷ୍କୃତ ପାଇଥିବା ମହିଳା ଆଇ ଆଇସିଙ୍କ ନାମରେ ଆସିଛି ଏଭଳି ସଙ୍ଗୀନ୍ ଅଭିଯୋଗ। ଏ ନେଇ କିଛି ଭିଡିଓବି ଭାଇରାଲ ହୋଇଛି। ଯେଉଁ ଭିଡିଓରେ ମହିଳା ଆଇ ଆଇସିଙ୍କ ଆପତ୍ତିଜନକ ଭିଡିଓ ରହିଛି। ଜଣେ ମହିଳା ହୋଇ ଆଇ ଆଇସି ମହୋଦୟା ଆଉ ଗୋଟିଏ ପରିବାରକୁ ଭାଙ୍ଗୁଛନ୍ତି କେମିତି ? ଗୋଟେ ୧୫ବର୍ଷର ଛୁଆକୁ ବାପଛେଉଣ୍ଡ କରିବା ପୁର୍ବରୁ ମହୋଦୟାଙ୍କ ହୃଦୟ ଫାଟିଯାଉନି କେମିତି ? ଜଣେ ମହିଳା ଏମିତି ହୃଦୟ ହିନ ହେଉଛନ୍ତି କେମିତି ? ଆଉ ଜଣେ ମହିଳାଙ୍କ ଆଖିର ଲୁହ ଏଇ ମହିଳା ଆଇ.ଆଇ.ସି ଙ୍କୁ ବ୍ୟଥିତ କରୁନି କେମିତି ? ହଁ ପ୍ରେମ ଅନ୍ଧ ହୋଇଥାଏ କିନ୍ତୁ ଜଣେ ଆଇ ଆଇସି କଣ ପ୍ରେମରେ ଅନ୍ଧ ହୋଇଗଲେ। ଆଉ ଗୋଟେ ପରିବାରକୁ ଛାର ଖାର କରିବାକୁ ପଛଉ ନାହାନ୍ତି। ତେବେ ଏଭଳି ଅଭିଯୋଗ ଆଣିଛନ୍ତି ଏସଡିପିଓଙ୍କ ଧର୍ମପତ୍ନୀ ମମତା ସାହୁ। ମମତା କହିବା ମୂଳେ ୨୦୦୪ରେ ବୈଦିକ ରୀତିନୀତିରେ ଏସଡିପିଓ ଅଶ୍ବିନୀଙ୍କ ସହ ବିବାହ ହୋଇଥିଲା । ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ଚାଲିଥିଲା। ହେଲେ ୨୦୧୧ ମସିହାରେ ଯାଜପୁର ଟାଉନ ଥାନାରେ ଅଶ୍ୱିନୀଙ୍କ ପୋଷ୍ଟିଂ ପରେ ସେତେବେଳେ ଥାନାରେ କାର୍ଯ୍ୟରତ ତତ୍କାଳୀନ ମହିଳା ସବ୍ଇନ୍ସପେକ୍ଟର (ଏବେ ଇନ୍ସପେକ୍ଟର)ଙ୍କ ସହ ଅଶ୍ୱିନୀଙ୍କର ଅବୈଧ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ପରେ ଆମ ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା। ଧୀରେ ଧୀରେ ଏହି ପ୍ରେମ ସମ୍ପର୍କକୁ ମମତା ବିରୋଧ କରିବାରୁ ବହୁବାର ସ୍ବାମିଙ୍କ ପାଖରୁ ସାରିରିକ ନିର୍ଯାତନା ସ୍ବୀକାର ହୋଇଥିଲେ। ମମତା କହିଛନ୍ତ, ’ସେ ମୋ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଫାଇଲ କରିଛନ୍ତି’ । ଏହାକୁ ମୁଁ କେବେବି ଚାହୁଁ ନ ଥିଲି। କାରଣ ମୋ ପୁଅ ଏବେ ବଡ଼ ହୋଇଗଲାଣି। ତେଣୁ ଅଶ୍ୱିନୀ ଘରକୁ ଫେରି ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ମମତା। ଅନ୍ୟପକ୍ଷରେ ଛାଡପତ୍ର ପୂର୍ବରୁ ଏସଡିପିଓ କିଭଳି ଅନ୍ୟଜଣେ ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କଲେ ଓ ପୁଲିସ ବିଭାଗରେ କାର୍ଯ୍ୟରତ ମହିଳା ଆଇ.ଆଇ.ସି ସବୁ ଜାଣି ମଧ୍ୟ କେମିତି ଏଭଳି କରିବାକୁ ପଛାଇଲେ ନାହିଁ । ତେବେ ଦେଖିବାକୁ ବାକି ରହିଲା ଗୃହ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପୁଲିସ ଡିଜି ଶ୍ରୀ ଅଭୟ କେବେ ଉଭୟ ଏସଡିପିଓ ଓ ଆଇ.ଆଇ.ସିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି।
