ରଙ୍ଗିଲା ଏସଡିପିଓ ଓ ଆଇଆଇସିଙ୍କ ପ୍ରେମର ଭୂଗୋଳ କହିଲେ ଏସଡିପିଓଙ୍କ ସ୍ତ୍ରୀ

ଭୂବନେଶ୍ବର : ପ୍ରେମରେ ପଡିଗଲେ ରଙ୍ଗିଲା ଏସଡିପିଓ , ଘରେ ଧର୍ମପତ୍ନିଙ୍କୁ ଛାଡି ଆଇ ଆଇସିଙ୍କ ପ୍ରେମରେ ପଡିଥିଲେ ଏସଡିପିଓ ମହୋଦୟ। ଆଇ ଆଇସି ମହୋଦୟା ଅଇଁଠା ଖାଇ ବେସ ଖୁସିଥିବା କହିଲେ ଏସଡିପିଓଙ୍କ ପତ୍ନି। ପତ୍ନି କିଛି ଅସଞ୍ଜତ ଅବସ୍ଥାର ଫଟ ଦେଖେଇଥିବା ବେଳେ ଏବେ ଏହା ବେଶ ଚର୍ଚ୍ଚାରେ। ବିବାହିତ ଏସଡିପିଓ ବାବୁଙ୍କ ପ୍ରେମ କାହାଣିରେ ଆଇଆଇସିଙ୍କ କେଳି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ଏସଡିପିଓ ଅଶ୍ୱିନୀ ସାହୁ। ଆଉ ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ମମତା ସାହୁ । ତେବେ ବିଵାହିତ ଅନୁଗୁଳ ଏସଡିପିଓ ଅଶ୍ବନୀ ସାହୁ ଦୀର୍ଘ ଦିନ ଧରି ମହିଳା ଆଇଆଇସିଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ବେଳେ ବିଭିନ୍ନ ସମୟରେ ସରକାରୀ କ୍ବାଟରରେ ଏସଡିପିଓଙ୍କ ସହିତ ଧରା ପଡିଥିବା ନେଇ ଏସଡିପିଓଙ୍କ ଧର୍ମପତ୍ନୀ ଅଭିଯୋଗ ଆଣିଛନ୍ତି। ତେବେ ଆଇନର ରକ୍ଷକ ସାଜିଥିବା ଜଣେ ଆଇ ଆଇସିଙ୍କ ଏଭଳି କାଣ୍ଡକୁ ସହଜରେ ହଜମ କରିପାରୁନାହାନ୍ତି ସାଧାରଣ ଲୋକ। ତେବେ ମହିଳା ଆଇ ଆଇସି ଜଣକ କାମନାର ବାସ୍ନାରେ ଏତେ ପାଗଳ ହୋଇଗଲେକି ଆଉ ଜଣେ ମହିଳାର ଘର ବୁଡାଇଦେବାକୁ ଟିକେ ସଙ୍କୋଚ କଲେନି ବୋଲି ସାଧାରଣରେ ପ୍ରଶ୍ନ ବାଚି ଶୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *