ବାଲେଶ୍ବର : ଆରମ୍ଭ ହେଲା କିଣା ବିକା , ଏବେ ଚାଲିବ ଅନ୍ଧାରି ବିଜେ। ପୁଲିସ ଜଗିବ , ଚୋରବି ଚୋରି କରିବେ। ଦିଦି ଆମର ଜୁମଲା ପାର୍ଟିର ଏକ ନମ୍ବର ନେତ୍ରୀ। ଗତକିଛିଦିନ ତଳେ ଚାନ୍ଦିପୁରର ଏକ ହୋଟେଲରେ ନେତାଙ୍କ ପାଖରେ ଶୋଇଥିବା ନେଇ ପ୍ରମାଣବି ଅଛି। କିନ୍ତୁ ଦିଦି ଚାହୁଁଥିଲେ ବିଧାୟିକା ହେବେ । ଦିଦିଙ୍କ ଇତିହାସ କାହାକୁବା ଅଛପା ଦିନେ ଚିଟ୍ ଫଣ୍ଡର ଆଗଧାଡିରେ ଥିଲେ , ଚିଟ୍ ଫଣ୍ଡରୁ ଦିଦି ବହୁତ ଚୋରି କରିଛନ୍ତି। କିନ୍ତୁ ଚିଟ୍ ଫଣ୍ଡ ଗଲା ପରେ ସେ ଜୁମଲା ପାର୍ଟିରେ ମିଶିଲେ ଆଉ ସେ ଭାଣିଜି ପ୍ରେମିକ ଚୁରକାର ପାଖ ଲୋକ ସାଜିଥିଲେ। ଏବେ ଚୁରକା ଜୁମଲା ପାର୍ଟି ପାଇଁ ପ୍ରଚାର କରୁଥିବା ବେଳେ ମ୍ୟାଡାମ ଆମର ଷ୍ଟେଜରେ ଫେୟାର ଏଣ୍ଡ ଲଭ୍ଲି ଓ ପଣ୍ଡସ ପାଉଡର ଗୋଳେଇକି ମାରି ବସନ୍ତି। ନାଲି ରେଖାଟେବି ଟାଣନ୍ତି। ତାଙ୍କ ଘଇତା ଫୁଲ ସଫା, ଚନ୍ଦାମୁଣ୍ଡିଆ ବାଙ୍ଗରା ମାଇପକୁ ମାର୍କେଟକୁ ଛାଡିଛି କହିଛି ବୁଲି ଯାଚିକି ଖୁଆ ମୋର ହୋଇକି ଥା। ଅପା ପହରଦିନ ଗେଣ୍ଡା ଦଳର ଜଣେ ନେତାଙ୍କ ପାଖରୁ ୪୦ ହଜାର ନେଲେ ଆଗରୁ କେତେ ନେଇଛନ୍ତି ଜଣା ନାହିଁ । ତା’ ପର ଦିନ ମାନେ କାଲି ତା ଘଇତା ଷ୍ଟେସନ ଛକରେ କହୁଛି ଗେଣ୍ଡା ପ୍ରାର୍ଥୀକୁ ଭୋଟ ଦିଅ। ୟାକୁ କୁହାଯାଏ ଭଡା ଲାଗିବା, ଏମିତି ଡର୍ଜନେ ଭଡାଲଗା ନେତା ନେତ୍ରି ରହିଲେ ଦଳ ଜିତିବ ନା ମରେଇବ ଲୋକ ବିଚାର କରନ୍ତୁ।
