ସୋର ଯୁବ କଂଗ୍ରସ ଏବଂ ଛାତ୍ର କଂଗ୍ରେସକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସୋର : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ୰ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ତାଙ୍କ ସ୍ମୃତି ଉଦେଶ୍ୟରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ ା ସେଥିରେ ସୋର ଯୁବ କଂଗ୍ରସ ଏବଂ ଛାତ୍ର କଂଗ୍ରେସ ର ସଦସ୍ୟ ଉପସ୍ଥିତ ରହି ତାଙ୍କ ଆତ୍ମା ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ ା ଏହି କାର୍ଯ୍ୟକ୍ରମରେ ସିଲୁ ଖିଲାର ,ତନ୍ମୟ ଦାସ ମହାପାତ୍ର , ଅକ୍ଷୟ ଜେନା ବିଟୁନ ଶତପଥୀ ,ରାଜକିଶୋର ରାଉତ ,ମନୋଜ ମଣ୍ଡଳ ,ସେକ ଇସାକ ,ସନ୍ତୋଷ ବେହରା ,ସତ୍ୟରଞ୍ଜନ ବେହେରା ,ଅଭିଳାଷ ବାରିକ ,ଦେବୀପ୍ରସନ୍ନ ରାଉତ ,ସନମ ବାରିକ ,ପପୁ ରଣା ,ରହୀମତ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ା

Leave a Reply

Your email address will not be published. Required fields are marked *