ସାବଧାନ ବାହାନଗା ବିଡିଓ ଚାଇନା ବୋମା : ଚୁଟକିରେ ଉଡେଇ ଦେବେ !


ବାହାନଗା : ସାବଧାନ ବାହାନଗା ବିଡିଓ ଚାହିଁଲେ ଚୁଟକିରେ ଉଡେଇଦେବେ ବାହାନଗା ବ୍ଲକକୁ କେହି ଆସନି ା  ଚୁଟକିରେ ଉଡେଇଦେବି … ବାହାନଗା ବିଡିଓ କଣ ଚାଇନା ବୋମା ? କେହି ଆସନି ଏକା ଲଢିବି … କଣ ବାହୁବଳି ? ହେଇଯାଉ ଗୋଟେ ….. କଣ ହେବ ଯାତରା ନା ଥେଟର ? ଅଲଗା ବିଡିଓ ଭାବନା ….. ହୋଇଅ ବିଡିଓ ବାବୁ ତେମେ କଣ ହଣୁ ଆଇଚ। ଆଲ ଶଖି ଆପଣା ମହତ ଆପେରଖି , ବିଡିଓ ସାରେ ତ ନିଜ ମହତ ରକ୍ଷା କରିପାରୁନାହାନ୍ତି ୟା ତା ମହତ କଣ ରଖିବେ। ସମସ୍ତେ ପାଠପଢିଛନ୍ତି କିଏ ବିଡିଓ ହେଉଛି କିଏ ମାଷ୍ଟ୍ର ହେଉଛି କିଏବି ରିକ୍ସା ଟାଣୁଛି ଆପଣ ଆଉ ଅଧିକା କଣଟା କରିଛନ୍ତି କି ? ବିଡିଓ ବାବୁ ଜାଣିରଖିବା ଦରକାର ମାସ ସେଷକୁ ଦରମା ନେଇ ଯେଉଁ ଘର ଚଳଉଛ ସେଇଟା ସାଧାରଣ ଲୋକଙ୍କ ଟିକସ ଅର୍ଥ। ତୁମର କେହି ଖାଇନାହାନ୍ତି ତୁମେ ସାଧାରଣ ଲୋକଙ୍କର ଖାଉଛ ଲୋକଙ୍କୁ ଭଲ ବ୍ୟବହାର କର। ଜିଲାପାଳ ଯଦି ଭଲ ବ୍ୟବହାର କରିପାରୁଛନ୍ତି ତୁମେ କଣକି କଣ ତାଙ୍କ ଉପରେ ? କହିବ ଚୁଟକିରେ ଉଡେଇବି। ଏକେତ ତୁମ ନାମରେ ହଜାରେ ଅଭିଯୋଗ ପରେ ଲୋକଙ୍କୁ କହିବ ଉଡେଇଦେବି। ସାବଧାନ ଲୋକ ଉଡା ଉଡି ଆରମ୍ଭ କଲେ ତୁମର ଥଳ ପାଇବତ !
ଘଟଣାରୁ ପ୍ରକାଶ ବାହାନଗାରେ ଜଣେ ଲୋକଗୁହାଳ ଘର ପାଇଁ ଆବେଦନ କରିଥିଲେ ପାଇବାକୁ ଯୋଗ୍ୟ ମଧ୍ୟ , ତାଙ୍କୁ ଦିଆଗଲା ନାହିଁ ସେଇକଥା ସେ ବିଡିଓଙ୍କୁ କହିଲେ ଆମେ ଦେଖିନୁ ଅବଶ୍ୟ ଟିକେ ରାଗିକି କହିଥିବେ ତାବୋଲି ବିଡିଓ ତହିବେ ଓଡେଇଦେବି ତୁମେ କଣ ଡି ବ୍ରଦର୍ଶ ? ଜଦି ସେ ମିସ୍ ବିହେବ କଲେ ଏଫଆଇଆର ଦେଲନି କାଇଁ ସାମ୍ବାଦିକଙ୍କ ନାମରେ ଏଫ ଆଇ ଆର ଦେବାକୁତ ଜେଇଙ୍କି ଶିଖଉଛ। ଯଦି କାମ ନକରି ପାରିବ ଚାକିରି ଛାଡିକି ପଳାଅ ଲୋକଙ୍କଠୁ ଦରମା ନେଇକି ଲୋକଙ୍କୁ ର୍ଦୁବ୍ୟବହାର କରନି।

Leave a Reply

Your email address will not be published. Required fields are marked *