ସୋର : ବାପା ମାଙ୍କୁ ଛାଡି ମାଇପକୁ ନେଇ ନିଜ ଘରୁ ପଳେଇ ଆସି କିଛିଦିନ ଭଡା ରହିବା ପରେ ୧୦ରୁ ୧୨ଟା ମାଇପ ରଖିଥିବା ଜମି ଦଲାରିଙ୍କ ପାଖରୁ ଗାଣ୍ଡି ମରା ଟଙ୍କାରେ ଜମି କିଣି ଘର କରି ସୋରରେ ରହିଛନ୍ତି କିଛି ରିଫିୟୁଜି। ସେଇମାନଙ୍କ ପାଇଁ ସୋର ସହର ଆଜି ପାଣିରେ ଭାଶୁଛି। ସୋର ଲୋକ ନାହି ନଥିବା ହଇରାଣ ହେଉଛନ୍ତି ପ୍ରଶାସନ ନାକେଦମ ହେଲାଣି ପାଣି ବାହାରୁନି। ଆଉ କିଛି ଦଲାଲ ହୋଟେଲ କମ ରାଣ୍ଡି ଖାନା ଅଧିକ ରାସ୍ତା ପାଖରେ କରି ଡ୍ରେନକୁ ପୋତି ଦେଇଛନ୍ତି ଜେଉଁଥି ଲାଗି ପାଣି ନିସ୍କାସନ ହୋଇ ପାରୁନି। ସେପଟେ ଲୋକଙ୍କ ଘରେ ପାଣି ପସି ଆଣ୍ଠୁଏ ପାଣି , ବାହାରକୁ ଜିବାକୁ ବି ବାଟ ନାହିଁ। ଲୋକ ଘରୁ ବାହାରି ପାରୁ ନାହାନ୍ତି ଭୟଭିତ ଅବସ୍ଥାରେ ଘରେ ଅଛନ୍ତି ସେପଟେ ବିଶାକ୍ତ ସାପ ଘରେ ପସିଲେଣି। ବିଚରା ମ୍ୟୁନସିପାଲିଟି ଅଧିକାରୀ ଲୋକଙ୍କ ଫୋନ ଉଠେଇ ଉଠେଇ ବେହୋସ ହେଲେଣି। ଆଜି ଏ ପାଣି ଜମିବା ପାଇଁ ମୁନିସ ପାଲିଟି ଅଫିସିର କେତୁଟା କର୍ମଚାରୀ ଦାଇ ଲୋକଙ୍କ ପାଖରୁ ଟଙ୍କା ନେଇ ପ୍ଲାନ ଆପ୍ରୋଭାଲ କରେଇଛନ୍ତି। ମନେରଖ ଧରାପଡିଲେ ଲଙ୍ଗଳା କରିକି ଲୋକ ପିଟିବେ। ମ୍ୟୁନିସିପାଲିଟି ଅଧିକାରୀ ପଣ୍ଡା ବାବୁ ଜଦି ପାଣି କାଢିବାକୁ ଚାହୁଁଛ ସୋର ପାଇଁ ଢେର କଲଣି। ଆଉ ଏତିକି କର ଜିଏ ଡ୍ରେନ ପାଇଁ ଜାଗା ଛାଡିନି ତା ଘର ଭାଙ୍ଗିକି ଜାଗାକାଢି ଦିଅ ଲୋକ ଆଶ୍ରିବାଦ କରିବେ। ଖାଲି ରାସ୍ତା କଡ ପାନ ଚାହା ଗୁପ ଚୁପ ଦୋକାନ ଉଠେଇ ଜବରଦଖଲ ଉଛେଦ କରିକି ଆତ୍ମ ଶନ୍ତି କରନି ା
