ଭୁବନେଶ୍ୱର ରେଓରେନ ଇଣ୍ଟରନେସନାଲ ଟ୍ରେନିଂ ସେଣ୍ଟର

ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ ଅଧୀନରେ ଓରେନ ଇଣ୍ଟରନ୍ୟାସନାଲ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁଛି। ଓଡ଼ିଶା ରେ ପ୍ରଥମ ତାଲିମ କେନ୍ଦ୍ର । ସତ୍ୟ ନଗର ସ୍ଥିତ ସନ୍ତୋଷ ପ୍ଲାଜଆ ରେ ଉଡ଼ଘାଟନ ହେଇଯାଇଛି ।ଏହା କୁ ଉଦଘାଟନ କରିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିନେଶ ସୁଧ। ଦେଶରେ 11ଟି ରାଜ୍ୟ ଓ 2ଟି କେନ୍ଦ୍ର ଶାସିତ ଅଞ୍ଚଳରେ 80ହଜାରରୁ ଅଧିକ ଛାତ୍ରଛାତ୍ରୀ ଟ୍ରେନିଂ ସେଶ କରିଛନ୍ତି।

Leave a Reply

Your email address will not be published. Required fields are marked *