ସୋର : ଯାଣିବା ପୂର୍ବରୁ ଚାଲିଗଲା ଜୀବନ , ୩ବନ୍ଧୁ ଆସିଥିଲେ ବୁଲିବାକୁ ୨ବନ୍ଧୁଙ୍କ ଜୀବନ ଆଖୀସାମ୍ନାରେ ଚୀଲିଗଲା , ତ୍ରୁତୀୟ ବନ୍ଧୁ ଗୁରୁତ୍ତର ା ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ଛପୁଲିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାଇ ଭଦ୍ରକ ଅସୁରାଳି ଅଞ୍ଚଳରୁ ୩ଜଣ ସାଙ୍ଗ ବୁଲିବା ପାଇଁ ବାଲେଶ୍ବର ଆସିଥିଲେ। ସୋର ଛପୁଲିଆ ନିକଟରେ ଏକ ବିଲାତି ବୋଝେଇ ଗାଡି ପଛପଟୁ ବାଇକ କୁ ଧକ୍କା ଦେବା ଦେଇଥିଲେ। ଘଟଣା ସ୍ଥଳରେ ଦୁଇ ଜଣ ସାଙ୍ଗଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ଜଣେ ଗୁରତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇଜଣ ହେଲେ ସିମା ସ୍ବାଇଁ ଓ ପପୁ ସ୍ବାଇଁ। ଗୁରୁତର ଜଣକ ହେଲେ ସ୍ବପ୍ନା ରାଣୀ ଜେନା ଉଭୟ ଜିନି ଜଣ ଗୋଟିଏ ଗ୍ରମର ବୋଲି ଜଣା ପଡିଛି। ଘଟଣା ସ୍ଥଳରୁ ସୋର ପୁଲିସ ମୃତଦରହକୁ ଡାକ୍ତରଖାନା ଅଣି ତଦନ୍ତ ଆରମ୍ଭ କରିଛି।
