ପୁଣି ଚର୍ଚ୍ଚାରେ ସୋର ବିଧାୟକ

ସୋର : ନେତା ଜନତାଙ୍କ ନିକଟତର ହେଲେ ଜମତା ତାର ଭୋଟ ଦେବାର ସାର୍ଥକତା ପାଇଥାଏ। କିନ୍ତୁ ବହୁନେତା ଅଛନ୍ତି ଜିଏ ସାଧାରଣ ଲୋକଙ୍କ ନିକଟତର ହେବାତ ଦୁରର କଥା ଜନତାଙ୍କ ଛାଇପଇଲେ ନେତାଙ୍କ ନାଇ ଡିଏଁ। ତେବେ ଦିନେ ବାହୁବଳି ବୋଲି କୁହାଯାଉଥିବା ସୋରବିଧାୟକ ପର୍ଶୁରାମ ଧଡାଜେ ଆଜି ଜନତାଙ୍କ ମନର ମଣିଷ ସାଜିଛନ୍ତି ଏହାର ଜ୍ବଳନ୍ତ  ଉଦାହରଣ ହୋଇଛି ନିଜେ ଗାଡିରୁ ଉହ୍ଲାଇ ପଡି ଆମ୍ବୁଲାନ୍ସକୁ ବାଟକଡେଇବା ଆଉ ସେ ସମୟ ନାହିଁ ସମୟ ବଦଳିଛି ଚର୍ଚ୍ଚାବି ବଦିଳିଛି  ସେଇଥି ପାଇଁ ବୋଧେ କିଏ କିଏ କହୁଛନ୍ତି ବିକାଶ ପୁରୁଷ , ତେବେ ଆମ୍ବୁଲାନ୍ସକୁ ବାଟକଡାଇବା ଘଟଣା ପରେ ସେ ସାଜିଛନ୍ତି ସୋସିଆଲ ମିଡିଆ ହିରୋ।  ଉତ୍ତରଶ୍ୱର ଦେଇ ସୋର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବାକୁ ବାଟରେ ଗଳାପୋଲ ପଡିଥାଏ , ଏହି ପୋଲରେ ସବୁବେଳେ ଗହଳି ଲାଗିରହିଥାଏ । ନିକଟରେ  ଏହିବାଟ ଦେଇ ଏକ ଆମ୍ବୁଲାନ୍ସ ସୋର ମେଡିକାଲ ଆସୁଥିଲା । ଅତ୍ୟଧିକ ଟ୍ରାଫିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସଟି ସେଠାରେ ଫସି ରହିଥିଲା । ଏହି ସମୟରେ ସୋର ବିଧାୟକ ପର୍ଶୁରାମ ଧଡା ସେହିବାଟ ଦେଇ ଆସୁଥିବା ବେଳେ ନିଜେ ଗାଡିରୁ ଓହ୍ଲାଇ ଆମ୍ବୁଲାନ୍ସ ପାଇଁ  ବାଟକାଢିଥିଲେ । ତାଙ୍କର ଏହି ମହାନତା ପାଇଁ ସେ ପୁଣିଥରେ ଚର୍ଚ୍ଚିତ ହୋଇଛନ୍ତି । ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟ ଆଜି ପ୍ରମାଣିତ କରିଛି ନେତା ହେବା ପାଇଁ ଖାଲି ଅର୍ଥନୁହଁ ହ୍ରୃଦୟ  ଓ ଦରଦ ା

Leave a Reply

Your email address will not be published. Required fields are marked *