ଜଲେଶ୍ବର: କେତେ ବାତ୍ୟା ଆସୁଛି ଯାଉଛି , ସବୁବେଳେ ବାତ୍ୟା ଜେମିତି ନୂଆ ନୂଆ ଦୁଖ ନେଇ ଆସେ ଏଥରବି କିଛି ନୂଆ ଦୁଖ ନେଇ ଆସିଥିଲା ବୁଲ୍ ବୁଲ୍। କିଏ ଧାନ ଖେତରେ ଠିଆ ହୋଇ ଧାନ ବିଲକୁ ଦେଖି କାନ୍ଦି ପକାଉଛିତ , କିଏ କାେହ ଭରା କଣ୍ଠରେ କହୁଛି ବାବୁ ଆତ୍ମହତ୍ୟା ଆମ ଶେଷ ରାସ୍ତା। କିଏ ଯାଣିଥିଲା ଆହାର ବେଳେ ପାହାର ଦେବ ଏ ବୁଲ୍ ବୁଲ୍ , ମାତ୍ର କେଇ ଘଣ୍ଟାରପ୍ରଳୟ ତା ପରେ ସବୁ ଶେଷ ,ଚାଷି ପୁଅର ବର୍ଷକର ରୋଜଗାର ଜେମିତି ମାଟିରେ ମିଶିଗଲା। ଏଥିରୁ ମଧ୍ୟ ବାଦ ପଡିନାହାନ୍ତି ପରିବା ଚାଷି ଲଖ୍ୟ ଲଖ୍ୟ ଟଙ୍କା ଖର୍ଚ୍ଚକରିଥିବା ପରିବା ଚାଷି ପରିବା ବାଡିକୁ ଦେଖିବା ପରେ କେମିତିବା ନିଜକୁ ସମ୍ବାଳି ପାରିବ ! ସରକାର କହୁଛନ୍ତି ଆକଳନ ହେବ ଖ୍ୟତି ପୁରଣ ମିଳିବ। ତେବେ ବାଲେଶ୍ବର ଭଦ୍ରକ ସର୍ବାଧିକ ଖ୍ୟତିଗ୍ରସ୍ତ ହୋଇଥିବା ବେଳେ ଦେଖିବା ଏନେଇ ଏକ ଭିଡିଓ।
( ଜଳେଶ୍ବରରୁ ସଞ୍ଜୟ ଦାସ )
