ପ୍ରତାପ ଷଡଙ୍ଗି କେତେ ସତ କେତେ ମିଛ : ସନ୍ଦେହରେ ବିବାହିତ ନାଁ ଅବିବାହିତ

ବାଲେଶ୍ୱର : ପ୍ରତାପ ଷଡଙ୍ଗି ଦେଶରେ ଏବେ ନାମି ଦାମି ଚେହେରା, ରାଜନିତିର ପକ୍କା ଖିଲାଡି ସାଜିଥିବା ବ୍ୟକ୍ତି ଜେ ଯାହା ଦେଖାନ୍ତି ସେ ସେଇଆ ନୁହନ୍ତି ତାହା ପ୍ରମାଣିତ ହୋଇ ସାରିଛି । ଦେଶର ବଡ ବଡ ଗଣା ମାଧ୍ୟମରେ ଚର୍ଚାକୁ ଆସି ମନ୍ତ୍ରୀ ପଦ ହାତେଇଥିବା ଷଡଙ୍ଗି ମୋହଦୟ ଗରିବ ନୁହନ୍ତି । ଜେତେବେଳେ ଦେଶର ନାମି ଦାମି ମିଡିଆ ହାଉସ ତାଙ୍କୁ ଗରିବ ଭାବେ ଦେଶ ବାଶିଙ୍କ ସାମ୍ନାକୁ ଆଣିଲା ସେତେବେଳେ ସେ ନିରବ ରହିବା ମିଡିଆ ହାଉସର କଥାକୁ ସମର୍ଥନ ଦେବା ସହ ସମାନ ହୋଇଛି । ପ୍ରଥମ କଥା ଗରିବ କାହାକୁ କହିବା ? ଜିଏ ଦି ମୁଠା ଖାଇବାକୁ ସଙ୍ଘର୍ଷ କରୁଛି ସିଏ ନା ବିଧାୟକ ହୋଇ ଭତ୍ତାପାଉଥିଲା ସିଏ ? ଯାହାର ଗୋଟିଏ ବି ବ୍ୟାଙ୍କ ଏକାଉଣ୍ଟ ନାହିଁ ସିଏ ନାଁ ଯାହାର ୨ରୁ ଅଧିକ ଏକାଉଣ୍ଟ ଥିଲା ସିଏ ? ଯାହା ପାଖରେ ବେସରକାରି ୫ହଯାରିଆ ଚାକିରିଟିଏବି ନାହିଁ ସିଏ ନାଁ ଜିଏ ଖୋଦ ଗୋଟେ କମ୍ପାନିର ସେଆର ହୋଲ୍ଡର ସିଏ ? ପ୍ରତାପ ଷଡଙ୍ଗିଙ୍କ ପାଖରେ ହୁଏତ ଗରିବର ଡେଫିନେସନ ବଦଳି ଯାଇ ପାରେ କିନ୍ତୁ ବାସ୍ତବରେ ଆଜି ବହୁ ଲୋକ ଅଛନ୍ତି ଜିଏ ଦି ମୁଠା ଖାଇବାକୁ ସଂଘର୍ଷ କରୁଛନ୍ତି । ରୋଗ ହେଲେ ଔଷଧ କିଣିବାକୁ ସଖ୍ୟମ ନଥିବାରୁ ସରକାରୀ ଔଷଧରେ ବା ମାଗିଜାଚି ଅର୍ଥ ଆଣି ଭଲ ହେଉଛନ୍ତି । ପ୍ରତାପ ଷଡଙ୍ଗି ଜେ ଗରିବ ନୁହନ୍ତି ଧନି ତାର ପ୍ରମାଣ ହେଲା ସିଏ ବିଧାୟକ ଭତ୍ତା ପାଇଆସୁଥିଲେ , ଭୁବନେଶ୍ୱର ତଥା ନୀଳଗିରିରେ ତାଙ୍କର ୩ଗୋଟି ବ୍ୟାଙ୍କରେ ଏକାଉଣ୍ଟ ରହିଛି , ଏ.ପି.ପି ଷ୍ଟିଲରେ ତାଙ୍କର ସେଆର ରହିଛି । ଏସବୁ ପରେ ରହିଲା ଚାଳ ଘର ସେ ଚାଳ ଘରେ ବହୁତ କମ ରୁହନ୍ତି ତାର ଉଦାହରଣ ସେ ବିଧାୟକ ପଦବିରୁ ଜିବା ପରେ ମଧ୍ୟ ଭୁବନେଶ୍ୱରରେ ଥିବା କ୍ୱାଟର ଛାଡି ନଥିଲେ ଜଦି ଚାଳ ଘରେ ରହୁଥିଲେ ସେ କ୍ୱାଟର କଣ ପାଇଁ ରଖିଥିଲେ ? ଯାହା ପ୍ରମାଣ କରେ ସେ ଭୁବନେଶ୍ୱରରେ ବହୁ ସମୟ ରୁହନ୍ତି । ତେବେ କଣ ପାଇଁ ଗାମୁଛା ପକାଇ ନିମଦାନ୍ତକାଠି କାନ୍ଧରେ ପକାଇ ଫଟ ଭାଇରାଲ କରାଗଲା ? କାହିଁକି କୋଟି କୋଟି ଦେଶ ବାଶିଙ୍କୁ ମିଛ କୁହାଗଲା ? ଜଦି ପ୍ରତାପ ଷଡଙ୍ଗି ସଚୁଟ ଜେଉଁ ମାନେ ତାଙ୍କୁ ଗରିବର ମିଛ ପ୍ରଚାର କଲେ ସେମାନଙ୍କ ନାମରେ ବିବିସି ନାମରେ ମକଦମା କରିବା ଭଳି ଆଉ ଏକ ମକଦମା କରନ୍ତୁ । କୁହାଯାଏ ପ୍ରତାପ ଷଡଙ୍ଗି ଅବିବାହିତ ଏହା ସତ କି ମିଛ ଯାହା ଏବେ ସନ୍ଦେହ ଘେରରେ ଷଡଙ୍ଗି ମହୋଦୟ ଯେଉଁ ନିର୍ବାଚନ ସତ୍ୟ ପାଠ ଦେଇଛନ୍ତି ସେଥିରେ ସେ ଅବିବାହିତ ବୋଲି ଲେଖିଛନ୍ତି କିନ୍ତୁ ସତ୍ୟ ପାଠରେ ପେଜନମ୍ବର -୬ ରେ ସେ ସ୍ପାଉସ ଲେଖା ଥିବା ସ୍ଥାନରେ ଭୁବନେଶ୍ୱରର ଏକ ବ୍ୟାଙ୍କ ଏକାଉଣ୍ଟ ନମ୍ବର ଦେଇଥିବା ବେଳେ ତଳେ ଲେଖିଛନ୍ତି ନଟ ଏପ୍ଲି କେବୁଲ । ଏଠି ଦୁଇଟା କଥା ହୋଇପାରେ, ନମ୍ବର ୧ – ସେ ବିବାହିତ ତାଙ୍କର ସ୍ତ୍ରୀ ଅଛି ତାଙ୍କନାମରେ ଭୁବନେଶ୍ୱର ୟୁନିଅନ ବେଙ୍କରେ ଏକାଉଣ୍ଟ ଅଛି , ନମ୍ବର ୨ – ସେ ବିବାହିତ ହୋଇନଥିବାରୁ ତଳେ ନଟ ଏପ୍ଲିକେବୁଲ ଲେଖାଯାଇଛି । କାହିଁକି ଲୋକଙ୍କୁ ସନ୍ଦେହ ଭିତରକୁ ନେଉଛନ୍ତି ପ୍ରତାପ ଷଡଙ୍ଗି ? ଏ ବାବଦରେ ସ୍ପଷ୍ଟି କରଣ ଦିଅନ୍ତୁ ଜଦି ସତ ସାହସ ଅଛି ଯେଉଁ ମିଡିଆ ହାଉସ ତାଙ୍କୁ ଗରିବ କହି ମିଛ ପ୍ରଚାର କରିଛନ୍ତି ସେମାନେ ମିଛକହିଥିବା ନେଇ ଯୁକ୍ତି ରଖନ୍ତୁ ନହେଲେ ଲୋକ ତାଙ୍କୁ ମିଛୁଆ କହିବେ ଏବଂ ତାଙ୍କ ପଦମର୍ଯ୍ୟାଦାର ଅପମାନ ହେବ । ସେତେବେଳେ ସେହି ଅପବାଦକୁ ନେଇ ସେ ବଞ୍ଚି ପାରିବେତ ?

Leave a Reply

Your email address will not be published. Required fields are marked *