ଜଳେଶ୍ୱର : ବଦ୍ନା ମ ଗଳିରେ ବଜରଙ୍ଗ ଦଳ । ବିଳମ୍ବ ହେଲେବି ସତହେଲା ଆମଲେଖା ା ପଦାରେ ପଡିଲା ଜଳେଶ୍ବର ବଜରଙ୍ଗି ଦଳର ନେତାଙ୍କ କାରନାମା ା ନେତା ଏବେ ଜେଲରେ ା ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବଜରଙ୍ଗ ଦଳର କେତେଜଣ ଆଗଧାଡିର ସଦସ୍ୟ କେତେବେଳେ ନକଲି ଆର ଟି ଓ ତ କେତେବେଳେ ନକଲି ପୋଲିସ ସାଜି ଜାତୀୟ ରାଜପଥରେ ରାତିରେ ଡକାୟତି କରିବା ଗୋରୁ ଗାଡି ଅଟକାଇ ଚାନ୍ଦା ମାଗିବାଭଳି ସଙ୍ଗିନ ଅଭିଯୋଗ ହେଉଥିଲା ବେଳେ ତାହା ସତ୍ୟତା ଏବେ ସାମ୍ନାକୁ ଆସିଲା । ଦିନରେ ଗେରୁଆ ଓ ଧଳାରଙ୍ଗର ସାର୍ଟ ପିନ୍ଧି ଗଣମାଧ୍ୟମ ଆଗରେ ନିଜକୁ ଭଦ୍ରଲୋକ ଦେଖେଇ ହେଉଥିବା ଲୋକଜେ ଡକାୟତ ତାହା ସାମ୍ନାକୁ ଆସିଲା । ତେବେ ଏହି ବଜରଙ୍ଗ ଦଳ ସଦସ୍ୟଙ୍କ ଅସଲି ମୁଖା ଖୋଲିବା ପାଇଁ ଆମେ ଆମ ଖବର କାଗଜରେ ଗତ ୧୫/୦୭/୨୦୧୯ ରିଖରେ ଏକ ଖବର ପ୍ରକାଶ କରିଥିଲୁ, ଏବେ ଆମ ଖବରର ସତ୍ୟାତା ସାମ୍ନାକୁ ଆସିଛି। ମିଳିଥିବା ତଥ୍ୟ ମୂଳେ ଜଳେଶ୍ୱର ବଜରଙ୍ଗ ଦଳର ଜଣେ ସଦସ୍ୟ ଦୀର୍ଘଦିନ ଧରି ନିଜକୁ ଆରଟିଓ ଓ ପୋଲିସ ପରିଚୟ ଦେଇ ଲକ୍ଷ୍ମଣ ନାଥରୋଡ଼ ଟୋଲଗେଟ ନିକଟରେ ବସ ଓ ଟ୍ରକରୁ ଡକାୟତି କରି ଆସୁଥିବା ବେଳେ ଗତ ୧୪/୦୯/୨୦୧୯ ରିଖ ଦିନ ସେହି ଟୋଲଗେଟ ନିକଟରେ କିଛି ତୀର୍ଥଯାତ୍ରୀ ବସରୁ ପୂର୍ବଭଳି ଅର୍ଥ ଡକାୟତି କରୁଥିବା ସମୟରେ ବସରେ ଥିବା ତୀର୍ଥଯାତ୍ରୀ ମାନେ ଏହି ବଜରଙ୍ଗ ଦଳର ଭଦ୍ର ସଦସ୍ୟ ତଥା ଆର ଟି ଓ ,ଓ ପୋଲିସ କହୁ ଥିବା ତପନ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପରେ ଟୋଲଗେଟ ନିକଟରେ ଆରମ୍ଭ ହୋଇଥିଲା ତୁମୂଳ କାଣ୍ଡ । ପରେ ବଜରଙ୍ଗ ଦଳର ଭଦ୍ର ସଦସ୍ୟଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ସେପଟେ ଡକାୟତ ବାବୁ ମାନେ ଏବେ ଜେଲରେ ବସି ଜୟ ହନୁମାନ , ଜୟ ବଜରଙ୍ଗ ନାମ ଜପୁଥାଇ ପାରନ୍ତି କିନ୍ତୁ ଡକାୟତଙ୍କୁ ଜେ ବଜରଙ୍ଗି ବା ହନୁମାନ ମହାରାଜ ସାହାଜ୍ୟ କଲେନି ତାହା ସ୍ପଷ୍ଟ ହୋଇଛି । ତେବେ ଏହି ନାମି ଦାମି ବଜରଙ୍ଗି ଦଳର ଏହି ଏକମାତ୍ର ସଦଶ୍ୟ ଏଭଳି ଡକାୟତ କରୁଥିଲେନା ଆଉ କେହି କରୁଛନ୍ତି ଯାହା ଆଗାମି ଦିନରେ ସାମ୍ନାକୁ ଆସିବ ା ତେବେ ପୁଲିସ ଏମାନଙ୍କ ଉପରେ ନଜର ଦେଲେ ଏମାନଙ୍କ ଗୋରୁ ଗାଡି ଅଟକାଇବା ନାମରେ ଡକାୟତି ସାମ୍ନାକୁ ଆସିପାରେ ା ତେବେ ଆପଣ ମାନଙ୍କ ଗୋଚରାର୍ଥେ ଜଣାଇ ଦେବାକୁ ଚାହୁଁଛେକି ଜେଉଁ ଶାହେବ ନିଜକୁ ଆରଟିଓ କହି ଗିରଫ ହୋଇଛନ୍ତି ସେ ଶାହେବ ଜଳେଶ୍ବର ବଜରଙ୍ଗି ଦଳର ଆଗଧାଡିର କର୍ମି ଏକଥା ଆମେ କହୁନେ ବାବୁଜଣକ କିଛିଦିନ ପୁର୍ବରୁ ପୋଲିସ ବିରୁଦ୍ଧରେ ଏକପ୍ରେସମିଟ୍ ରେ ବସିଥିଲେ ସେଇ ପ୍ରେସମିଟ୍ ବଜରଙ୍ଗି ଦଳ ପଖ୍ୟରୁ ଡକାଯାଇଥିଲା ା
