ବାଲେଶ୍ବର ଅବକାରୀ ଦ୍ବାରା ୪୪ବୋତଲ ବିଦେଶୀ ମଦ ଯବଦ ସୋର ଛତ୍ରପୁରର ଦୁଇ ମଦ ମାଫିଆ ଗିରଫ ା ତେବେ ସୋର ଛତ୍ର ପୁରରେ ଖୁଲମ ଖୁଲା ମଦ ବେପାର ଏବଂ ବେପାରିଙ୍କ ପେଣ୍ଠ ସ୍ଥଳ ସାଜିଥିବା ଅଭିଯୋଗ ହେଉଥିଲା ବେଳେ ତାର ଏକ ନମୁନା ଦେଖିବାକୁ ମିଳିଛି ା ତେବେ ଏହି ମାଫାଆ ମାନେ ନିର୍ଦିଷ୍ଟ ଏକ ରାଜନୈତିକ ନେତ୍ରୁତ୍ବଙ୍କ ଛତ୍ର ଛାୟା ତଳେ ରହି ଏହି ବ୍ୟବସାୟ ଚଳାଉଥିବାର ଏକଚିତ୍ର ସାମ୍ନାକୁ ଆସିଛି ା
ବାଲେଶ୍ବର ଅବକାରୀ ମୋବାଇଲ ୟୁନିଟ ଦ୍ବାରା ୪୪ ବୋତଲ ବିଦେଶୀ ମଦ ଜବତ୍ କରିବା ସହ ୨ ଯୁବକ ଏକ ହୋଣ୍ଡା ମେୟିସ୍ଟ୍ରିୟ ସ୍କୁଟି ଜବତ କରିଛନ୍ତି । ଯୁବକ ଦୁଇଜଣ ହେଲେ ବାଲେଶ୍ବର ଜିଲା ସୋର ଅଧିନ ଛତ୍ରପୁର ଅଞ୍ଚଳର ଅମିତ କୁମାର କର (୨୬) ପିତା-ଶ୍ରୀକାନ୍ତ ଚନ୍ଦ୍ର କର , ଅନ୍ୟଜଣେ ମଧୁସୁଦନ ଦେ ,ପିତା- ଗୋବର୍ଦ୍ଧନ ଦେ ଉଭୟ ଦୁଇଜଣ ଅଭିଯୁକ୍ତ ସୋର ଛତ୍ରପୁର ଅଞ୍ଚଳର ଦୀର୍ଘଦିନ ଧରି ଏହି ଚୋରା ଚୋରା ବିଦେଶୀ ମଦ ବେପାର ଦୀର୍ଘ ଧନି କରିଆସୁଥିଲା ବେଳେ । ଗତକାଲ ବାଲେଶ୍ବର ଅବକାରୀ ଦ୍ବାରା ଚଡଉରେ ଗିରଫ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
