ସୋର : ସୋରରେ ନୂଆକରି ଖୋଲି ଥିବା ସିିଟି ଲାଇଫ ନାମକ ଏକ ସପିଂ ମହଲ ଏବେ ସୋର ଉତ୍ତରେଶ୍ବର ରାସ୍ତାକୁ ତାର ପୈତ୍ରୁକ ସମ୍ପତି ଭଳି ଜବର ଦଖଲ କରି ରଖିଛି ା ଜେଉଁଥି ପାଇଁ ପ୍ରତ୍ୟକ ଦିନ ବିଭିନ୍ନ ଟ୍ରାଫିକ୍ ସମସ୍ୟା ଦେଖା ଦଉଛି ହେଲେ ପ୍ରସାଶନ ଏଥିପ୍ରତି କୈଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବ ରହିବା ପ୍ରମାଣ କରୁଛି ପ୍ରସାସନ ବୋଧେ ସିଟି ଲାଇଫ ପାଖରେ ଭଡା ଲାଗିଛି ା ଅନ୍ୟପଟେ ସିଟି ଲାଇଫ୍ ର ସିକୁରିଟ୍ ଗାର୍ଡ ମାନେ ଖୋଲା ଖୋଲି କହୁଛନ୍ତି ଆମେ ଲଖେ ଟଙ୍କା ଦେଇଛୁ ରାସ୍ତା ଉପରେ ଗାଡି ରଖିଲେବି ଆମର କେହି କିଛି କରିପାରିବେନି ା ତାହାଲେ କିଏ ସିଟି ଲାଇଫ ପାଖରୁ ଲଖେ ଟଙ୍କା ନେଇଛି ? ତାର କଉଭଳି ଚାପରେ ଚାପି ହୋଇ ପ୍ରସାଶନ ନିରବ ରହୁଛି ? ସବୁପରେ ଗୋଟିଏ ପ୍ରାଇଭେଟ ସଂସ୍ଥା ସରକାରୀ ଅଧୀକାରି, ସରକାରୀ କଳ ଏବଂ ସରକାରୀ ରୀସ୍ତାକୁ କେମିତି ଜବରଦଖଲ କରୁଛି ଏବଂ ସରକାରୀ ବାବୁମାନେ ନିରବ ରହି ଏହାକୁ କେମିତି ଉପଭୋଗ କରୁଛନ୍ତି ା ଏଠି ଗୋଟେ କଥା କୁହାଯାଇ ପାରେ ଏବଂ ଜଦି ୧ଲଖ୍ୟ ଟଙ୍କା କଥା ସତ ହୋଇଥାଏ ତାହାଲେ ଭଡାଲାଗିଛି ସୋର ପ୍ରସାଶନ ା
