ଅବକାରୀ ବିଭାଗ ଦ୍ବାରା ୬୦୦ଲିଟର ମଦ ଜବତ
ସୋର : ଅବକାରୀ ବିଭଗାର ଅଧିକାରୀ କୁଳମଣୀ ମହାରଣା ଓ ବାଲେଶ୍ବର ଅବକାରୀ ବିଭାଗର ଅଧିକାରୀ ଉଦୟଲାଲ ନାୟଙ୍କ ମିଳିତ ଛଡଉରେ ଗୋପାଳପୁର, କଲ୍ୟାଣି ଗ୍ରମରୁ ସଂଜୟ ଜେନାଙ୍କ ଠାରୁ ୬୦୦ଲିଟର ଦେଶୀ ମଦ ସମେତ ଏକ ଇଣ୍ଡିକା ଗାଡି ଜବତ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ସଂଜୟ ଉପରେ ମାମଲା ଋଜୁ କରି କୋର୍ଟ ଚାଲାଣ କରିଛି ସୋର ଅବକାରୀ ପୁଲିସ ।
