ପୁଣି ବାହାନଗା କୋଇଲା ବୋଝେଇ ଟ୍ରେନ ରେ ନିଆଁ । କୋଇଲା ବୋଝେଇ ଟ୍ରେନ ରେ ନିଆଁ, ପାରାଦ୍ବିପରୁ ଖଡଗପୁରରେ ଯାଉଥିବା ଟ୍ରେନ ରେ ନିଆଁ। ବାହାନଗା ଷ୍ଟେସନରେ ଅଟକିଛି କୋଇଲା ବୋଝେଇ ଟ୍ରେନ। ୫୯ ବଗିଥିବା ଟ୍ରେନ ର ୧୬ ନଂ ଡବାରେ ଲାଗିଛି ନିଆଁ। ସୋର ଦମକଳ ବହନୀ ଘଟଣାସ୍ଥଳରେ ନିଆଁକୁ ଆୟତ କରିଛି।
Your email address will not be published. Required fields are marked *
Comment *
Name *
Email *
Website