ସୋରରେ ଇଣ୍ଡିଆନ ବ୍ୟାଙ୍କର ଶାଖା ଉଦଘାଟନ

ସୋରରେ ଆଶ୍ରମ ଛକ ନିକଟରେ  ଇଣ୍ଡିଆନ ବ୍ୟାଙ୍କର ଏକ ଶାଖା ଉଦଘାଟନ ହୋଇଯାଇଛି ।ନୁତନ ଭାବରେ ଏହି ଶାଖାଟି
ପ୍ରଥମ ରଜ ଉପଲକ୍ଷେ ସୋରରେ ଉଦଘାଟନ  ହୋଇଥିଲା ।   ଏହି  ହି ଉଦଘାଟନ ଉତ୍ସବରେ ସୋର ବିଧ୍ୟୟକ ସମେତ ଶାଖା ପରିଚାଳକ  ଏବଂ ଜୋନାଲ ମେନେଜର ଉପସ୍ଥିତ ଥିଲ ।  ଏହି   ବ୍ୟଙ୍କଟି  ସୋରରେ   ଅଥନୀରେ  ଅଭିବୃଦ୍ଦି କରିବା ସହାୟାକ ହେବା ।

Leave a Reply

Your email address will not be published. Required fields are marked *