ଖନ୍ତାପଡାରେ ହୁତ୍ ହୁତ୍ ହୋଇ ଜଳିଲା ରାଜଧାନୀ ଏକ୍ସପ୍ରେସ୍

ରାଜଧାନୀ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନର ଜେନରେଟର ବଗିରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ଜଣାପଡିଛି ।

ସୋର : ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଛି । ବାଲେଶ୍ବରର ଖନ୍ତାପଡା ଷ୍ଟେସନରେ ରାଜଧାନୀର ଜେନେରଟର ବଗିରେ ନିଆଁ ଲାଗିଥିବା ଜଣାପଡିଛି । ବାଲେଶ୍ବର ଓ ସୋରରୁ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗାର୍ଡଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବର୍ତ୍ତିଯାଇଛି ଯାତ୍ରୀଙ୍କ ଜୀବନ ।

Leave a Reply

Your email address will not be published. Required fields are marked *