ଭୁବନେଶ୍ୱର pmg ଠାରେ ନିଖିଳ ଓଡ଼ିଶା ସବୁଜ ପତ୍ରିକା ଧାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟର ସମସ୍ତ ପତ୍ରିକା ଧାରୀ ମାନ ଙ୍କୁ ସମାନ ସୁବିଧା ସୁଯୋଗ ଦିଆଯିବା ପାଇଁ ଦାବି କରିଛନ୍ତି। ଭୁବନେଶ୍ୱର ଠାରେ 8ଡ଼ିସିମିଲ ଜାଗା , ସରକାରୀ ଚାକିରୀ ରେ ପ୍ରମୋସନ , ମାସ8କ ଭତା ଇତ୍ୟାଦି ଦବିକରିଛନ୍ତି।
