୪ ଦିନରେ ୪ଲକ୍ଷ ଲୋକ ଦେଖିଲେ

କଟକ : ପ୍ରଥମ ଥର ପାଇଁ ଓଲିଉଡ୍ ଦୁନିଆଁରେ ଗୋଟେ ନୂଆ ରୂପରେ ଗୀତଟିଏ ଆସିଛି ସୋସିଆଲ୍ ମିଡ଼ିଆ ମାଧ୍ୟମରେ ।। ସେହି ସୋସିଆଲ୍ ମିଡ଼ିଆର ନାମ ହେଉଛି ଲଭର୍ସ ମିଉଜିକ୍ ର ଷଷ୍ଟ ଅବଦାନ ଗୀତଟିର ନାମ ହେଉଛି-( ତୋ ପାଇଁ ପିଉଚି ହାର୍ଡ଼) ଏହାକୁ ମିଠା ସଙ୍ଗୀତରେ ସଜେଇଛନ୍ତି ଆଜିକା ଯୁବ ସଙ୍ଗୀତ ନିର୍ଦେଶକ- ମାନସ୍ କୁମାର୍, ଆଜି କାଲିର ଦୁନିଆଁରେ ପୁଆ ଝିଅଙ୍କ ଲଭ୍ କୁ ନେଇ ଏକ ସତ୍ୟ ଘଟଣା ବଳିକୁ ନେଇ ଏହି ଗୀତଟିକୁ ଲେଖିଛନ୍ତି ଆଜିକା ଯୁବ ପିଡ଼ିର ଗୀତିକାର- ମିଳନ୍ ମହାପାତ୍ର ମିଠା ମିଠା ଶବ୍ଦରେ ସେଜେଇ ଲେଖିଛନ୍ତି ତାଙ୍କ କଲମ ମୁନରୁ, ଗୀତ ଟିକୁ ଗାଇଛନ୍ତି- ମଣ୍ଟୁ ଛୁରିଆ ଆଉ ଭାରତୀ ମହାରଣା ଆଜିକା ଡଟ୍ ର ଆଗଧାଡ଼ିର କଣ୍ଠଶିଳ୍ପି ।। ନୂଆ ଚାନେଲ ହେଲେବି ଚାରି ଦିନରେ ଏକ ଲକ୍ଷ ଲୋକ ଦେଖିସାରିଲେଣି ଏହି ଗୀତର ଷ୍ଟୁଡ଼ିଓ ଭର୍ ସନ୍
ଏହି ଗୀତଟି ଏମ୍ ଆର୍ ଆର୍ ଷ୍ଟୁଡ଼ିଓ ରେ ରେକଡ଼ିଂ କରାଯାଇଥିଲା

ସୁନୀଲ ଭାଇ ବାବୁଦା ବାଦ୍ୟ ପରିଚାଳନା କରିଥିଲେ ଏବଂ ସୁଭମ୍ ପ୍ରଧାନ, ମିଟୁ ମିଥୁନ୍, କୁମାର୍ କୁଲୁ ସୁମନ୍ତ ମହାପାତ୍ର ଓ ନିହାର ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଗୀତର ବହୁତ୍ ଶୀଘ୍ର ମିଉଜିକ୍ ଭିଡ଼ିଓ ଲଭସ୍ ମିଉଜିକ୍ ରେ ଆସୁଅଛି ଦେଖିବାକୁ ଜମା ଭୁଲିବେନି ଏହି ଗୀତଟିକୁ ।
ଏହି ଗୀତରେ ଅଭିନୟ କରୁଛନ୍ତି ଆପଣମାନଙ୍କ ପ୍ରିୟ ଅଭିନେତା ସୋସିଆଲ୍ ମିଡ଼ିଆ ୟୁ ଟୁବ୍ ହିରୋ ଆପଣମାନଙ୍କ ଦିଲ୍ଲ୍ କା ରାଜା ଆକ୍ଟର୍- ସୁଭମ୍ ପ୍ରଧାନ ।

Leave a Reply

Your email address will not be published. Required fields are marked *