18 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

  1. ଭୁବନେଶ୍ୱରତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । 18 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଥର ପାରାଦୀପରୁ ଦାମ ରାଉତଙ୍କ ପୁଅ ସମ୍ୱିତ ରାଉତରାୟଙ୍କୁ ସୁଯୋଗ ମିଳିଥିବା ବେଳେ କଟକ ବାରବାଟୀ ଆସନରୁ ବିବାଦରେ ଫସିଥିବା ଦେବାଶିଷ ସାମନ୍ତରାୟଙ୍କୁ ପୁଣି ଥରେ ମଇଦାନକୁ ଛାଡିଛି ବିଜେଡି ।

ପାରାଦୀପ- ସମ୍ବିତ ରାଉତରାୟବଡ଼ଚଣା– ଅମର ଶତପଥୀତିର୍ତ୍ତୋଲ– ବିଷ୍ଣୁ ଦାସରାଜନଗର- ଧ୍ରୁବ ସାହୁବାଲେଶ୍ବର- ଜୀବନ ପ୍ରଦୀପ ଦାସସୋର– ପର୍ଶୁରାମ ଧଡ଼ାବାରବାଟୀ କଟକ– ଦେବାଶିଷ ସାମନ୍ତରାୟଭଦ୍ରକ– ସଞ୍ଜିବ ମଲ୍ଲିକବଡ଼ସାହି– ବୃନ୍ଦାବନ ଦାସବାଙ୍ଗିରିପୋଷି- ସୁଦାମ ମାରାଣ୍ଡିଉଦଳା- ଶ୍ରୀନାଥ ସୋରେନରେଙ୍ଗାଲି– ରୀନା ତନ୍ତିଯଶୀପୁର– ଗୋଲକ ବିହାରୀ ନାୟକ ସାରସକଣା- ଅମର ସିଂ ଟୁଡୁ ଜଳେଶ୍ୱର- ଅଶ୍ୱିନୀ ପାତ୍ର ପୁରୀ– ମହେଶ୍ୱର ମହାନ୍ତି କଟକ ସଦର- ଚନ୍ଦ୍ର ସାରଥୀ ବେହେରା ଜଟଣୀ- ବିଭୂତି ବଳବନ୍ତ ରାୟ

Leave a Reply

Your email address will not be published. Required fields are marked *