- ପ୍ରକାଶ ପାଇଲା ବିଜେଡିର 9 ଟି ଲୋକସଭା ପ୍ରାର୍ଥୀ ତାଲିକା ।
କେନ୍ଦ୍ରାପଡ଼ା: ଅଭିନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି
ଜଗତସିଂହପୁର: ରାଜଶ୍ରୀ ମଲ୍ଲିକ
ପୁରୀ: ପିନାକୀ ମିଶ୍ର
ସମ୍ବଲପୁର: ନଳୀନି ପ୍ରଧାନ
ଯାଜପୁର: ସସ୍ମିତା ସେଠୀ
ଭୁବନେଶ୍ୱର: ଅରୂପ ପଟ୍ଟନାୟକ
ବାଲେଶ୍ୱର: ରବୀନ୍ଦ୍ର ଜେନା
ମୟୁରଭଞ୍ଜ: ଡାକ୍ତର ଦେବାଶିଷ ମହାନ୍ତି
ଭଦ୍ରକ: ମଞ୍ଜୁଲତା ମଣ୍ଡଳ
ବିଧାନସଭା ପ୍ରାର୍ଥୀ ହେଲେ:-
- ନୟାଗଡ଼: ଅରୁଣ ସାହୁ
- ରଣପୁର: ସତ୍ୟ ନାରାୟଣ ପ୍ରଧାନ
- ଘସିପୁରା– ବଦ୍ରିନାରାୟଣ ପାତ୍ର
- କରଞ୍ଜିଆ– ବାସନ୍ତୀ ହେମ୍ବ୍ରମ
- ସୁକିନ୍ଦା– ପ୍ରୀତିରଞ୍ଜନ ଘଡ଼ାଇ
- ଆଳି– ପ୍ରତାପ କେଶରୀ ଦେବ
- ମହାଙ୍ଗା– ପ୍ରତାପ ଜେନା
- ତେଲକୋଇ– ପ୍ରେମାନନ୍ଦ ନାୟକ
- ଭୋଗରାଇ– ଅନନ୍ତ ଦାସ
- ରେମୁଣା– ସୁଦ୍ଧାଂଶୁ ଶେଖର ପରିଡ଼ା
- ସିମୁଳିଆ– ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
- ଭଣ୍ଡାରିପୋଖରୀ– ପ୍ରଫୁଲ୍ଲ ସାମଲ
- ବିଞ୍ଝାରପୁର– ପ୍ରମିଳା ମଲ୍ଲିକ
- ପାଟଣା– ଜଗନ୍ନାଥ ନାୟକ
- କେନ୍ଦୁଝର– ମାଧବ ସର୍ଦ୍ଦାର
- ବାଙ୍କୀ– ଦେବୀରଞ୍ଜନ ତ୍ରିପାଠୀ
- ଚାନ୍ଦବାଲି– ବ୍ୟୋମକେଶ ରାୟ
- ପାଟକୁରା-ବେଦ ପ୍ରକାଶ ଅଗ୍ରଓ୍ୱାଲା
- ଭୁବନେଶ୍ୱର ଏକାମ୍ର: ଅଶୋକ ପଣ୍ଡା
- ବ୍ରହ୍ମଗିରି: ସଞ୍ଜୟ ଦାସବର୍ମା
- ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ
- ତାଳଚେର: ବ୍ରଜ କିଶୋର ପ୍ରଧାନ
- ଅନୁଗୁଳ: ରାଜନୀକାନ୍ତ ସିଂହ
- ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- କୁଚିନ୍ଦା: କିଶୋରଚନ୍ଦ୍ର ନାୟକ
- ଛେଣ୍ଡିପଦା: ସୁସାନ୍ତ କୁମାର ବେହେରା
- ଢେଙ୍କାନାଳ: ସୁଧିର କୁମାର ସାମଲ
- ହିନ୍ଦୋଳ: ସିମାରାଣୀ ନାୟକ
- କାମାକ୍ଷାନଗର: ପ୍ରଫୁଳ୍ଲ କୁମାର ମଲ୍ଲିକ୍
- ପରଜଙ୍ଗ: ଡଃ ନୃସିଂହ ଚରଣ ସାହୁ
- ମହାକାଳପଡ଼ା: ଅତନୁ ସବ୍ୟସାଚୀ
- ସାଲେପୁର: ପ୍ରଶାନ୍ତ ବେହେରା
- ଧର୍ମଶାଳା: ପ୍ରଣବ ବଳବନ୍ତରାଏ
- ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାଏ
- ନରସିଂହପୁର: ଦେବି ପ୍ରସାଦ ମିଶ୍ର
- ଚୌଦ୍ୱାର କଟକ: ସୌଭିକ୍ ବିଶ୍ୱାଳ
