ସିମୁଳିଆ ବିଧାୟକ ଜୋତି ଛାଡିବେ ବିଜେଡି : ବୈଜୟନ୍ତଙ୍କ ସବୁଜ ସଂକେତକୁ ଅପେଖ୍ୟା

ଭୁବନେଶ୍ବର : ସିମୁଳିଆ ନିର୍ବାଚନ ମଣ୍ଡଳିରେ ରାଜନୀତି ସରଗରମ ଥିବାବେଳେ ଶଶି କୁମାର ସାହୁ ବିଜେପି ଛାଡି ବିଜେଡିରେ ମିଶିବା ପରେ ବିଧାୟକ ଜୋତିପ୍ରକାଶ ପାଣିଗ୍ରାହିଙ୍କ ଚିନ୍ତା ବଢିଯାଇଥିଲା ା

ଶଶି ସାହୁଙ୍କୁ ସିମୁଳିଆରୁ ବିଧାୟକ ଟିକଟ ମିଳିବା ନେଇ ଚୁଡାନ୍ତ ହୋଇଥିବା ଏବଂ ୩ୟ ମହଲାରେ ନିସ୍ପତି ହୋଇଥିବା ଗତ କେଲି ଜୋତିପ୍ରକାଶ ପାଣିଗ୍ରାହି କୈଣସି ସୂତ୍ରରୁ ଯାଣିପାରିଥିବା ବେଳେ ସେ ଦଳ ଛାଡିବା ଥୟ ବୋଲି ଏକ ବିଷେସ ସୂତ୍ରରୁ ଜଣାପଡିଛି ା ସେ କେମରା ସାମ୍ନାରେ କିଛି କହିନଥିବା ବେଳେ କେମରା ପଛପଟେ ଇସ୍ତଫା ଦେବା କଥା କୁଆଡେ କହିଛନ୍ତି ା ତେବେ ସେ ବିଜେଡି ଛାଡିଲେ ବିଜେପିରେ ମିଶିବା ଜଣାପଡିଛି ାଗତ ଦୁଇଦିନ ତଳେ ଜୋତି ବୈଜୟନ୍ତଙ୍କୁ ଏକ ତାରକା ହୋଟେଲରେ ଭେଟିବା ଏବଂ ତାଙ୍କ ସହ ୧ଘଣ୍ଟାରୁ ଉର୍ଦ୍ଧ ଆଲୋଚନାକରିଥିବା ଯାଣିବାକୁ ମିଳିଥିବା ବେଳେ ତାଙ୍କୁ ସିମୁଳିଆ ନିର୍ବାଚନ ମଣ୍ଡଳିରୁ ବିଜେପିର ବିଧାୟକପ୍ରାର୍ଥୀ କରାଜିବା ଜଣାପଡିଛି ା ତେବେ ପଦ୍ମଲୋଚନ ପଣ୍ଡା  ଜୋତିଙ୍କ ପାଇଁ କାଳ ହେଉଥିଲା ବେଳେ ଜୋତି ବୈଜୟନ୍ତଙ୍କ ସବୁଜ ସଂକେତକୁ ଅପେଖ୍ୟା କରିଥିବା ସନ୍ଦେହ କରାଯାଉଛି ା

Leave a Reply

Your email address will not be published. Required fields are marked *