ପୁଣି ମାଉବାଦି ମାତିଲେ

କାଲିମେଳା : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁକୁରକୁଣ୍ଡି ଗ୍ରାମରେ ମାଓବାଦିଙ୍କ ଶକ୍ତିପ୍ରଦର୍ଶନ । ଜଣକୁ ହତ୍ୟା କରିବା ସହ ଗୋଟିଏ ଜେସିବି ଓ ହାଇବା ଗାଡି କୁ ନିଆ ଲଗାଇ ପୋଡ଼ିଦେଇଛନ୍ତି ।

ରାସ୍ତା କାମ ରେ ନିୟୋଜିତ ଥିବା ଗାଡି ଏବଂ ଠିକାଦାରଙ୍କ ସମ୍ପର୍କୀୟଙ୍କୁ ମାରିଦେଇଥିବା ଯାଣିବାକୁ ମିଳିଛି ।
ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଏଭଳି ହିଂସା ଘଟାଇ ନିଜ ଶକ୍ତି ଏବଂ ଉପସ୍ଥିତ ଜାହିର କରିଥିବା ବେଳେ ଜିଲ୍ଲା ପୁଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ । ତେବେ ଆଗକୁ ନିର୍ବାଚନ ଥିବାରୁ
ଉକ୍ତ ଅଞ୍ଚଳରେ ଶାନ୍ତି ଶୁଙ୍ଖଳା ର ସହିତ ନିର୍ବାଚନ ହୋଇନପାରିବାକୁ ନେଇ ସନ୍ଦେହ ଶ୍ରୁ ହେଇପାରିବ ନିର୍ବାଚନ l ପ୍ରାୟ 20 ରୁ ଉର୍ଦ୍ଧ୍ବ ଶସସ୍ତ୍ର ମାଓବାଦୀ ଆସି ଏହି ଘଟଣା ଘଟାଇଛନ୍ତି ।

Leave a Reply

Your email address will not be published. Required fields are marked *