ଯୁବ ବିଜେପିର ପ୍ରେମକୁ ସାମ୍ବାଦିକଙ୍କ ବିରୋଧ

ଜଳେଶ୍ବର : ଜଳେଶ୍ବର ବିଜେପି ପକ୍ଷରୁ ,ବିଧାୟକଙ୍କ ପିସି କାରବାର ସମ୍ପର୍କୀତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧାଭାସ ସୃଷ୍ଟି ହୋଇଛି ।

ଗତ ତିନି ଦିନ ଧରି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପିସି କାରବାର ,ଏବଂ ଠିକାଦାରକୁ ଧମକ ସମ୍ପର୍କୀତ ଖବର ସମସ୍ତ ଗଣମାଧ୍ୟମ ପ୍ରସାରିତ ହୋଇଥିବା ବେଳେ , ବିଜେପି ପକ୍ଷରୁ ନିର୍ଦିଷ୍ଟ ଗୋଟିଏ ଚେନାଲରେ ପ୍ରସାରିତ ହୋଇଥିବା ଖବର କୁ ଲିଖିତ ଇସ୍ତାହାର ଭାବେ ଜଣାଇଲା ପରେ ,ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ମିଳନୀ କଖ୍ଯ ଛାଡି ପଳାଇ ଆସିଥିଲେ । ତେବେ ନିର୍ଦିଷ୍ଟ ଏକ ଗଣ ମାଧ୍ୟମକୁ ଯୁବବେଜେପିର ଜଦି ପ୍ରେମଥିଲା ଅନ୍ୟସାମ୍ବାଦିକଙ୍କୁ କାହିଁକି ଡାକିଲେ ଯାହାକୁ ବିରୋଧକରି ସାମ୍ବାଦିକ ମାନେ ପ୍ରେସମିଟ୍ ରୁ ପଳାଇଆସିଛନ୍ତି ା

Leave a Reply

Your email address will not be published. Required fields are marked *