ଚାକିରି ଅପେକ୍ଷାରେ ୯ ଲକ୍ଷ ପଞ୍ଜୀକୃତ ବେକାର, ବଢୁଛି ବେକାର ସମସ୍ୟା

ଭୁବନେଶ୍ୱର : ରାଜ୍ୟରେ ୮,୮୦,୧୭୫ ଯୁବକ ଯୁବତୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରିଛନ୍ତି ବୋଲି ବିଧାନସଭାରେ କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ବେ‌ରାଜଗାର ଯୁବକଯୁବତୀଙ୍କ ପାଇଁ ୧୦ ହଜାର ମାସିକ ବେକାରୀ ଭତ୍ତା ପ୍ରଦାନ ପାଇଁ ସରକାରଙ୍କ ପ୍ରସ୍ତାବ ନାହିଁ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *