ଚାଲି ଗଲା ଜୀବନ

ଟ୍ରାକ୍ଟର ଓ ସାଇକେଲ ମୁହାଁମୁହିଁ ଜଣେ ବାଳକ ମୃତ

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

ଭୋଗରାଇ : ପାଠ ପଢା ବୟସରେ ଜଣେ ନାବାଳକ ନିଜ ପରିବାରର ବୋଝ ମୁଣ୍ଡାଇ ଗାଁ ଗାଁରେ ବୁଲି ଫେରିକରି ଯାହା ଅର୍ଥ ରୋଜଗାର କରେ ସେଥିରେ ସଂସାର ଚଳୁଥିଲା ମାତ୍ର କିଏ ଜାଣିଥିଲା ସବୁଦିନପରି ନାବାଳକ ଜଣକ ଘରକୁ ଫେରିବନାହଁ । ଘାଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଖରଦୀପିପଳ ପଞ୍ଚାୟତ ଦହମୁଣ୍ଡା ଗାଁ ର ଭଗବତ ବେଜଙ୍କ ପୁଅ ଶ୍ରୀମତ ବେଜ (୧୩) ବାପା ଭଗବତ ପାରାଲାଇସ ରୋଗରେ ଆକ୍ରାନ୍ତ ହୋଇ ଘରେ ବିଛନା ଶଯ୍ୟା ପରେ ପୁଅ ଶ୍ରୀମତ ପାଠ ପଢା ବୟସରେ ପରିବାର ବୋଝ ନିଜ ମୁଣ୍ଡରେ ଦାୟୀତ୍ଵ ନେଇ ସାଇକେଲରେ କିଛି ମାଛ ନେଇ ଗାଁ ଗାଁରେ ଫେରିକରି ସଂସାର ପ୍ରତିପୋଷଣ ହେଉଥିଲା ତେବେ ଭଗବାନଙ୍କ ଖେଳ ଏମିତି ଥିଲାଯେ ପିଲା ଜଣକ ଆଜି ଗାଁକୁ ଫେରି କରବା ପାଇଁ ଯାଉଥିବା ରାସ୍ତାରେ ସାମ୍ନା ପଟୁ ଏକ ଚିପ୍ସ ବୋଝଇ ଟ୍ରାକ୍ଟର ଏହି ନାବାଳକ ଉପରେ ମାଡିଯାଇଥିଲା । ମାତ୍ର ଘଟଣା ନିକଟରେ ପିଲାଟିର ମୃତ୍ୟୁ ଘଟିଥିଲା । ପରେ ସ୍ଥାନୀୟ ଲୋକ ଜଳେଶ୍ୱର – ଚନ୍ଦେନେଶ୍ୱର ରାସ୍ତାକୁ ଅବରୋଧ କରିବା ସହିତ ପିଲାର ପରିବାର ପାଇଁ କ୍ଷତିପୂରଣ ଦେବାକୁ ତହସିଲଦାରଙ୍କନିକଟରେ ଦାବି ରଖିଥିଲେ । ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା

Leave a Reply

Your email address will not be published. Required fields are marked *