ସୋର ବିଧାୟକଙ୍କୁ ବାଳ ବୋଲି ଖାତିର କରୁନାହାନ୍ତି ଜେଇ : ଆର ଡି , ପରେ ପି ଏଚଡି

ସୋର : ନିର୍ଦିଷ୍ଟ କିଛି ସଂଗଠନଙ୍କ ଅଭିଯୋଗ ମୂଳେ ଅଧିକ ସରକାରୀ ଟଙ୍କା ଚୋରିକରୁଥିବା ସରକାରୀ କର୍ମଚାରି ହେଲେ ଜେଇ , ଜଦିଓ ସମସ୍ତେ ନୁହଁନ୍ତି କିନ୍ତୁ ଅଧିକାଂସ ସେଇଥିପାଇଁ ଗଣ୍ଡା ଗଣ୍ଡା ଜେଇ ଭିଜିଲାନ୍ସଯାଲରେ ପଡି ଜେଲ ଯାଉଛନ୍ତି I ସୋରରେ ଗତକିଛିଦିନ ପୂର୍ବରୁ କିଛି ଜେଇ ଚୋରିକରି ଭିଜିଲାନ୍ସ ଯାଲରେ ପଡିଛନ୍ତି ଆଉ କିଛି ଚଡିପିନ୍ଧି ପାଚେରି ଡେଇଁ ପଳେଇ ଯାଇଛନ୍ତି I ତେବେ ସୋରର ସବୁଠାରୁ ଅଧିକ ଚୋରି ଆରଡି ବିଭାଗର ଜେଇ କରୁଥିବାରୁ ଜଣେ ଧରାପଡିଥିଲେ ଆଉ ଜଣେ ଲୁଚିକି ପଳେଇ ଯାଇଥିଲେ I ସେମିତି ସୋର ପିଡବ୍ଲୁଡିର  ଜଣେ ଜେଇଙ୍କୁ ପଛପଟୁ ଧକ୍କା ମାରି ମାରି ନେଇଥିଲା ଭିଜିଲାନ୍ସ I ତଥାପି ଏ ଭଡୁଆଙ୍କୁ ଲାଜ ସରମ ମାଣ୍ଡେନି ଜେଲ ଯାଇ ବେଲ ହେଲା ପରେ ସେଇ ଗାଣ୍ଡି ମରା ଟଙ୍କାରେ ଲୁଗାପଟା କିଣି ପିନ୍ଧିକି ଚାକିରି କରନ୍ତି I ଦରମା ନପାଇଲେବି ତାଙ୍କର ଦୁଖ ନାହିଁ କାରଣ ଚୋରି ଟଙ୍କା ଜେତିକି ପାଆନ୍ତି ନିଜ ମାଇପ ସହ ଧରମ କରମକୁବି ସମ୍ବାଳନ୍ତି I ତେବେ ସୋର ଆରଡିକୁ ଦିର୍ଘଦିନ ହେବ ଦଖଲ କରିଥିବା ଆରଣ ଜେଇ ସମ୍ପର୍କରେ ବହୁଅଭିଯୋଗ ହେବା ପରେ ସୋର ବିଧାୟକ କରିତକର୍ମା ଜେଇ ଆରଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ଯାହାକୁ ଯାହାକୁ ଲେଖିହେବ ତାଙ୍କ ବୁଦ୍ଧିମତେ ଲେଖିଲା ପରେବି ତାର ରୁଗା ପାଚିଲା ବାଳବି ବଙ୍କା ହେଲାନି ବୋଲି ସେ କୁଆଡେ କିଛି ଲୋକଙ୍କ ପାଖରେ କହିଥିବା କିଛି ଠିକାଦାର ସନ୍ଧ୍ୟାରେ ଆରଡି ଅଫିସ ସାମ୍ନାରେ ମେଳିକରି କଥା ହେଉଛନ୍ତି I ଠିକ୍ ସେମିତି ସୋର ପିଏଚଡି ଜେଇ ବିଧାୟକଙ୍କୁ ଯାହାକଲେଣି ବିଧାୟକ ବାଟ ନପାଇକି ତାଙ୍କ ଏସଡିଓଙ୍କୁ ନେହୁରା ହେବାର ଏକ ଅଡିଓ ଆମର ହସ୍ତଗତ ହୋଇଛି  I ସୋର ପଠାଣ ମହଲାରେ ଲୋକ ପାଣି ଟୋପେ ନପାଇ ହଇରାଣ ହେଉଛନ୍ତି ପିଇବା ପାଣି ଯାଇଥିବା ପାଇପ ଫାଟି ଯାଇଛି I ଏବାବଦରେ କିଛି ଲୋକ ସୋରବିଧାୟକଙ୍କୁ ଜଣାଇବା ପରେ ବିଧାୟକ ପିଏଚଡି ଜେଇଙ୍କୁ କହିଥିଲେ ତାକୁ ମରାମତି କରି ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ I କିନ୍ତୁ ଜେଇ ବିଧାୟକଙ୍କ କଥାକୁ ଖାତିର ନକରି ଏପର୍ଯ୍ୟନ୍ତ କିଛି କଲେନି ଜେଉଁଥି ପାଇଁ ବିଧାୟକ କାକୁତି ମିନତି ହେବାସହ ବିଧାନ ସଭାରେ ପ୍ରଶ୍ନ କରିବି ବୋଲି ଧମକ ଦେଉଥିବା ଏକ ଅଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି I ବିଧାୟକଙ୍କ ଏଭଳି ଅବସ୍ତା ଦେଖି ଲୋକ କହୁଛନ୍ତି ଜେଇମାନେ ବିଧାୟକଙ୍କୁ ବାଳ ବୋଲି ଖାତର କରୁନାହାନ୍ତି I ତେବେ ବିଜେଡି ସରକାରରେ ଅଫିସର ରାଜର ୟାଠୁ ବଡ ଆଉ କଣ ଲଙ୍ଗଳା ଛବି ଥାଇପାରେ I ସରକାର ତିଆରି କରୁଥିବା ବିଧାୟକ ମାନେ ଜଦି ସରକାରୀ କର୍ମଚାରିଙ୍କ ପାଖରେ ଏତେ ନାଚାର ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା ସହଜେ ଅନୁମେୟ I ଖାଲି ଦେଖିବାକୁ ବାକି ରହିଲା ବିଧାୟକଙ୍କ ସମ୍ମାନ ପାଇଁ ଏ ଦୁଇ କରିତକର୍ମା ଜେଇଙ୍କ ଉପରେ କେବେ କଉ କାର୍ଯ୍ୟାନୁଷ୍ଠାନ ହେଉଛି I

Leave a Reply

Your email address will not be published. Required fields are marked *