୮ ଦଫା ଦାବି ନେଇ ଓଡ଼ିଶା ରିଟେଲର ମହାସଙ୍ଘ ଔପଦା ଶାଖାର ସଦସ୍ୟଙ୍କ ବିକ୍ଷୋଭ

ଔପଦା : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ସମ୍ମୁଖରେ ଓଡ଼ିଶା ରିଟେଲର ମହାସଙ୍ଘର ଔପଦା ଶାଖାର ସଭାପତି ଭାସ୍କର ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଡିଲରଙ୍କ ଧାରଣା । ବକେୟା ରାଶି ସମେତ କରୁନା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ ସମେତ ୮ଟି ଦାବି ନେଇ ଧାରଣା ବସିଥିଲେ ।

Leave a Reply

Your email address will not be published. Required fields are marked *