ଜଳିଗଲା ଗରିବର କୁଡିଆ

ମାଗିଯାଚି ଭୁଇଁ ପଲାଟେ କରିଥିଲି ବାବୁ , କାଲି ପଲଥିନି କିଣିକି ପକେଇଥିଲି କେମିତି ଲାଗିଲା ନିଆଁା

କାଲି ରାତି ପାହିଲେ କଣ ପିନ୍ଧିବି କଣ ଖାଇବି ? ଦ୍ରୁଶ୍ୟ ଥିଲା ହ୍ରୁଦୟ ବିଦାରକ ା ଏ ଘଟଣା ସୋର ରେଳଫାଟକ ନିକଟ ପହ୍ଲା କରି ବେଶ କିଛିଦିନ ଧରି ରହୁଥିବା ଦୁଇଜଣ ବୟସ୍କ ଲୋକଙ୍କର ା ଗତକାଲି ବିଳମ୍ବିତ ରାତ୍ରିରେ ଣୋଇଥିବା ବେଳେ ହଠାତ ନିଆଁଳଦେଖି ସେମାନେ ବାହାରକୁ ବାହାରି ଆସିଥିଲେ ପରେ ଖବର ପାଇ ସୋର ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ନିଆଁଲିଭାଇଛନ୍ତି ା

Leave a Reply

Your email address will not be published. Required fields are marked *